or_ta/translate/translate-fraction/01.md

9.5 KiB
Raw Permalink Blame History

ବର୍ଣ୍ଣନା

ଭଗ୍ନାଂଶ ହେଉଛି ସଂଖ୍ୟା ଯାହା କୌଣସି ପଦାର୍ଥର ସମାନ ଅଂଶ କିମ୍ବା ଲୋକ ସମୁହ କିମ୍ବା ପଦାର୍ଥ ଗୁଡିକ ମଧ୍ୟରୁ ସମାନ ଦଳଗୁଡିକ ଗୋଟିଏ ବସ୍ତୁ କିମ୍ବା ବହୁତ ବସ୍ତୁ ଯେତେବେଳେ ଦୁଇ କିମ୍ବା ଅଧିକରେ ଅଂଶ କିମ୍ବା ଦଳରେ ଭାଗ କରାଯାଏ ଓ ଭଗ୍ନାଂଶ ସେହି ଦଳ କିମ୍ବା ଗୋଟିଏ ଅଂଶକୁ ବୁଝାଏ

ପୁଣି ପେୟନୈବେଦ୍ୟ ନିମନ୍ତେ, ଉତ୍ସର୍ଗ କରିବ ତୃତୀୟାଂଶ ଏକ ହିନ୍ନର ଦ୍ରାକ୍ଷାରସ (ଗଣନା ୧୫:୭ ULT)

ଏକ ହିନ୍ନର ହେଉଛି ଧାରକ ପାତ୍ର ଯେଉଁଠି ଦ୍ରାକ୍ଷାରସ କିମ୍ବା ଅନ୍ୟ ତରଳ ପଦାର୍ଥ ରଖାଯାଏ ସେମାନେ ଗୋଟିଏ ହିନ୍ନର ତିନି ଭାଗରେ ଭାଗ କଲେ ଏବଂ ସେଥି ମଧ୍ୟରୁ ଗୋଟିଏ ଅଂଶ ଭର୍ତ୍ତି କରି ସେହି ପରିମାଣ କୁ ଉତ୍ସର୍ଗ କରିବେ

ତୃତୀୟାଂଶ ଜାହାଜର ବିନଷ୍ଟ ହେଲା (ପ୍ରକାଶିତ ବାକ୍ୟ ୮:୯ ULT)

ସେଠାରେ ବହୁତ ଜାହାଜ ଥିଲା ଯଦି ସବୁ ଜାହାଜ ତିନି ଦଳରେ ସମାନ ଭାବେ ଭାଗ କରାଯାଏ, ଗୋଟିଏ ଭାଗ ଜାହାଜ ବିନଷ୍ଟ ହେଲା ଅଧିକାଂଶ ଭଗ୍ନାଂଶ ଇଂରାଜୀ ହେଉଛି “-th” ସଂଖ୍ୟା ର ଶେଷରେ ଯୋଡା ଯାଇଥାଏ

ପୁର୍ଣ୍ଣ ସଂଖ୍ୟାର ଭାଗ ହୋଇଥିବା ସଂଖ୍ୟା | ଭଗ୍ନାଂଶ |

| -------- | -------- | | ଚାରି | ଚତୁର୍ଥ | | ଦଶ | ଦଶମାଂଶ |

ଏକ ତୃତୀୟାଂଶ | ଏକ ଶହ | | ଏକ ହଜାର |ହଜାରରେ |

ଇଂରାଜୀରେ କିଛି ଭଗ୍ନାଂଶ ଶୈଳୀ ଅନୁକରଣ କରେନାହିଁ .

ପୁର୍ଣ୍ଣ ସଂଖ୍ୟାର ଭାଗ ହୋଇଥିବା ସଂଖ୍ୟା ଭଗ୍ନାଂଶ
ଦୁଇ ଅଧା
ତିନି ତୃତୀୟାଂଶ
ପାଞ୍ଚ ପଞ୍ଚମାଂଶ

ଯେହେତୁ ଏହା ଏକ ଅନୁବାଦ ସମସ୍ୟା ସେଥିପାଇଁ କିଛି ଭାଷା ଭଗ୍ନାଂଶ ବ୍ୟବହାର କରନ୍ତି ନାହିଁ ସେମାନେ ଖାଲି ଅଂଶ କିମ୍ବା ଦଳ କୁହନ୍ତି, ସେମାନେ ଭଗ୍ନାଂଶ ବ୍ୟବହାର କରି କେତେବଡ ଭାଗ କିମ୍ବା କେତେଜଣ ସେହି ଦଳରେ ସାମିଲ ହେଲେ

ବାଇବଳରୁ ଉଦାହରଣ

ପୁଣି ଅର୍ଦ୍ଧ ମନଃଶିର ଗୋଷ୍ଠୀ, ମୋଶା ବାସନରେ ଅଧିକାର ଦେଇଥିଲେ, ମାତ୍ର ଅନ୍ୟ ଅର୍ଦ୍ଧ ବଂଶକୁ, ଯିହୋଶୁୟ ଜର୍ଦ୍ଦନର ପଶ୍ଚିମ ପାରିରେ ସେମାନଙ୍କ ଭାତୃଗଣ ମଧ୍ୟରେ ଅଧିକାର ଦେଲେ (ଯିହୋଶୁୟ :୭ ULT)

ମନଃଶି ଗୋଷ୍ଠୀ ଦୁଇ ଭାଗରେ ବିଭାଜିତ ହୋଇଥିଲେ “ମନଃଶି ଗୋଷ୍ଠୀର ଅର୍ଦ୍ଧ ବଂଶ” ବାକ୍ୟ ସେହି ଦଳରେ ଗୋଟିଏ ଦଳକୁ ବୁଝାଏ “ଅନ୍ୟ ଅର୍ଦ୍ଧ ବଂଶ” ଅନ୍ୟ ଦଳକୁ ବୁଝାଏ

ଏହି ଯେଉଁ ଚାରି ଦୁତ ସେହି ଦଣ୍ଡ, ଦିନ, ମାସ ଓ ବର୍ଷ ପାଇଁ ପ୍ରସ୍ତୁତ କରା ହୋଇଥିଲା, ସେମାନେ ମୁକ୍ତ କରାଗଲେ ବଧ କରିବା ନିମନ୍ତେ ଏକ ତୃତୀୟାଂଶ ମନୁଷ୍ୟ ମାନଙ୍କୁ (ପ୍ରକାଶିତ ବାକ୍ୟ ୯:୧୫ ULT)

ଯଦି ସବୁ ଲୋକମାନଙ୍କୁ ତିନି ଭାଗରେ ସମାନ କରି ଭାଗ କରାଯାଏ, ତେବେ ଗୋଟିଏ ଦଳର ଲୋକ ସଂଖ୍ୟା କୁ ବଧ କରାଯିବେ

ପୁଣି ପେୟନୈବେଦ୍ୟ ନିମନ୍ତେ, ଉତ୍ସର୍ଗ କରିବ ଚତୁର୍ଥାଂଶ ଏକ ହିନ୍ନର ଦ୍ରାକ୍ଷାରସ ପ୍ରସ୍ତୁତ କରିବ (ଗଣନା ୧୫:୫ ULT)

ସେମାଏ ଗୋଟିଏ ହିନ୍ନ କୁ ସମାନ ଚାରି ଭାଗରେ ବିଭକ୍ତ କରିବା ପାଇଁ ପରିକଳ୍ପନା କରିଲେ ଓ ସେଗୁଡିକ ମଧ୍ୟରୁ ସମାନ ଗୋଟିଏକୁ ପ୍ରସ୍ତୁତ କଲେ

ଅନୁବାଦ ରଣନୀତି

ଯଦି ଭଗ୍ନାଂଶ ଆପଣଙ୍କ ଭାଷାରେ ସଠିକ ଅର୍ଥ ବୁଝାଉଛି, ବ୍ୟବାହାର କରନ୍ତୁ ଯଦି ନୁହେଁ, ତେବେ ଏହି ରଣନୀତି କୁ ବ୍ୟବହାର କରନ୍ତୁ

୧. ସଂଖ୍ୟାର ଅଂଶ ବା କେତେ ଦଳରେ ବିଭାଜନ ହେବ କୁହନ୍ତୁ, ଓ ତାପରେ ସଂଖ୍ୟ କିମ୍ବା ଦଳର ବିଭକ୍ତ କୁ ବୁଝନ୍ତି ୧. ମାପ ଯେପରି ଓଜନ ଓ ଲମ୍ବ, ଆପଣଙ୍କ ଲୋକମାନେ ବୁଝୁଥିଵା ଏକକ କିମ୍ବା USTର ଏକକ ବ୍ୟବହାର କରନ୍ତୁ ୧. ମାପ କରିବା ନିମନ୍ତେ, ଆପଣଙ୍କ ଭାଷାରେ ବ୍ୟବହାର ହୋଇଥିବା ବିଷୟ ଗୁଡିକ କୁହନ୍ତୁ

ସେହିପରି କରିବା ପାଇଁ ଆପଣ ଙ୍କୁ ଜାଣିବାକୁ ପଡିବ ଯେ ଆପଣଙ୍କର ମାପ କିପରି ଗାଣିତିକ ମାପ ସହିତ ମିଶୁଛି ଓ ସେହି ପ୍ରଣାଳୀ କୁ କିପରି ଜାଣିହେବ

ଅନୁବାଦ ରଣନୀତି ବିନିଯୋଗର ଉଦାହରଣ

୧. ସଂଖ୍ୟାର ଅଂଶ ବା କେତେ ଦଳରେ ବିଭାଜନ ହେବ କୁହନ୍ତୁ, ଓ ତାପରେ ସଂଖ୍ୟ କିମ୍ବା ଦଳର ବିଭକ୍ତ କୁ ବୁଝନ୍ତି

  • ତିନି ଭାଗରୁ ଗୋଟିଏ ଭାଗ ସମୁଦ୍ର ର ଜଳ ରକ୍ତମୟ ହୋଇଗଲା (ପ୍ରକାଶିତ ବାକ୍ୟ ୮:୮ ULT)
  • ଏହା ସେଥିର ଥିଲା ବିଭକ୍ତ ସମୁଦ୍ର ତିନିଭାଗ , ଓ ଏକ ଭାଗ ସମୁଦ୍ର ରକ୍ତମୟ ହୋଇଗଲା .
  • ତେବେ ସେହି ଗୋବତ୍ସ ସହିତ ତିନି ଦଶମାଂଶ ଏକ ଐଫାର ସରୁ ମଇଦା ମିଶ୍ରିତ ଅର୍ଦ୍ଧ ହିନ୍ନ ତୈଳ (ଗଣନା ୧୫:୯ ULT )
  • ... ତେବେ ତୁମେ ବିଭକ୍ତ ଗୋଟିଏ ଐଫା ସରୁ ମଇଦା ଦଶ ଭାଗରେ ବିଭକ୍ତ ଗୋଟିଏ ହିନ୍ନ ତୈଳ ଦୁଇ ଭାଗରେ ତାପରେ ମିଶ୍ରଣ କର ସେଗୁଡିକ ମଧ୍ୟରୁ ତିନିନ୍ ଭାଗ ସରୁ ମଇଦା ସହିତ ଗୋଟିଏ ଭାଗ ତେଲ

ତାପରେ ସେହି ନୈବେଦ୍ୟ କୁ ଗୋବତ୍ସ ସହିତ ଦେବ ମାପିବା ନିମନ୍ତେ, UST ଦିଆଯାଇଥିବା ମାପକ ବ୍ୟବହାର କରନ୍ତୁ UST ର ଅନୁବାଦକ ମାନେ କେମିତି ଗାଣିତିକ ପ୍ରଣାଳୀରେ ମାପକ ବ୍ୟବହାର ହୁଏ ଜାଣିଛନ୍ତି

  • ଗୋଟିଏ ଶେକେଲର ଦୁଇ ତୃତୀୟାଂଶ (୧ ଶାମୁଏଲ ୧୩:୨୧ ULT)
  • ଆଠ ଗ୍ରାମ ରୁପା (୧ ଶାମୁଏଲ ୧୩:୨୧ UST)
  • ଗୋଟିଏ ଐଫା ର ତିନି ଦଶମାଂଶ ସରୁ ମଇଦା ମିଶ୍ରିତ ଅର୍ଦ୍ଧ ହିନ୍ନ ତେଲ (ଗଣନା ୧୫:୯ ULT)
  • ସାଢ଼େ ଛଅ ଲିଟର ସରୁ ମଇଦା ମିଶ୍ରିତ ଦୁଇ ଲିଟର ଅଲିଭ ତେଲ (ଗଣନା ୧୫:୯ UST)

୧. ମାପ କରିବା ନିମନ୍ତେ, ଆପଣଙ୍କ ଭାଷାରେ ବ୍ୟବହାର ହୋଇଥିବା ବିଷୟ ଗୁଡିକ କୁହନ୍ତୁ ସେହିପରି କରିବା ପାଇଁ ଆପଣ ଙ୍କୁ ଜାଣିବାକୁ ପଡିବ ଯେ ଆପଣଙ୍କର ମାପ କିପରି ଗାଣିତିକ ମାପ ସହିତ ମିଶୁଛି ଓ ସେହି ପ୍ରଣାଳୀ କୁ କିପରି ଜାଣିହେବ

  • ଗୋଟିଏ ଐଫା ର ତିନି ଦଶମାଂଶ ସରୁ ମଇଦା ମିଶ୍ରିତ ଅର୍ଦ୍ଧ ହିନ୍ନ ତେଲ (ଗଣନା ୧୫:୯ ULT)
  • ଛଅ ଶେର ସରୁ ମଇଦା ମିଶ୍ରିତ ଦୁଇ ଶେର ତୈଳ