or_ta/translate/guidelines-clear/01.md

11 KiB

ସ୍ପଷ୍ଟ ଅନୁବାଦ ଗୁଡିକ

ସ୍ପଷ୍ଟ ଅନୁବାଦ ଯେପ୍ରକାର ଭାଷାର ନିର୍ମାଣ ଆବଶ୍ୟକ ତାହା ବ୍ୟବହାର କରିବ ଯେପରି ପାଠକ ସହଜରେ ପଢିବ ଓ ବୁଝିପାରିବ । ଏହା ପାଠକୁ ଭିନ୍ନ ଅଧାରାରେ ରଖିବା ନତୁବା ସଜାଡିବା ଓ ଯେତେଥର ବ୍ୟବହାର କରିବେ କିମ୍ବା ଯେତେ ସ୍ପଷ୍ଟ ହୋଇପାରିବ ମୂଳ ଅର୍ଥକୁ ବିଝାଇବାକୁ ଅଳ୍ପ କିଛି ବାକ୍ୟଖଣ୍ଡ ବ୍ୟବହାର କରିବା ।

ଏହି ଆଧାର ଗୁଡିକ ହେଉଛି ଅନ୍ୟ ଭାଷାରେ ଅନୁବାଦ ନିମନ୍ତେ Gateway Language ଅନୁବାଦ ନିମନ୍ତେ ନୁହେଁ । ଯେତେବେଳେ ୟୁଏଲବି ଅନୁବାଦ Gateway Languageରେ ହୁଏ, ତୁମେ ଏହାର କୌଣସି ପରିବର୍ତ୍ତନ କରି ପାରିବା ନାହିଁ । ଯେତେବେଳେ ୟୁଡିବୀ Gateway Language ରେ ଅନୁବାଦ ହୁଏ ପରିବର୍ତ୍ତନ କରିବା ମଧ୍ୟ ଆବଶ୍ୟକ ନୁହେଁ କାରଣ ସେମାନେ ଏହାକୁ କରିସାରିଛନ୍ତି । କେତେ ଗୁଡିଏ ମୂଳ ପାଠରୁ ସ୍ପଷ୍ଟ ଅନୁବାଦ କରିବା ଉଦାହରଣ :

ସର୍ବନାମ ଗୁଡଡିକରୁ ଯାଞ୍ଚ କରନ୍ତୁ

ମୂଳ ପାଠରେ ଥିବା ସର୍ବନାମ ଗୁଡିକୁ ଯାଞ୍ଚ କରିବାକୁ ପଡିବ ଓ ଏହାକୁ ସ୍ପଷ୍ଟ କରିବାକୁ ପଡିବ ଯେ କାହାକୁ କିମ୍ବା ପ୍ରତ୍ୟକ ସର୍ବୋନାମ କଣ ବୁଝାଏ । ସର୍ବନାମ ହେଉଛି ଶବ୍ଦ ପୁଞ୍ଜ ଯାହାକି ବିଶେଷ୍ୟ କିମ୍ବା ବିଶେଷ୍ୟ ବାକ୍ୟଖଣ୍ଡ ସ୍ଥାନରେ ବ୍ୟବହାର ହୁଏ ।

ସେମାନେ ଯେଉଁ ବିଷୟରେ କୁହାଯାଇଅଛି ସେହି ବିଷୟରେ କିଛି କହନ୍ତି । ସର୍ବଦା ଯତ୍ନ ପୁର୍ବକ ଯାଞ୍ଚ କରନ୍ତୁ ଯେପରି ଏହା ସେଗୁଡିକୁ ସ୍ପଷ୍ଟ କରିବ କିମ୍ବା ପ୍ରତ୍ୟକ ସର୍ବନାମ କଣ ବୁଝାଏ । ଯଦି ଏହା ସ୍ପଷ୍ଟ ନହୁଏ, ତେବେ ଉତ୍ତମ ହେବ ବିଶେଷ୍ୟ ପରିବର୍ତ୍ତେ ବ୍ୟକ୍ତି କିମ୍ବା ପଦାର୍ଥ ର ନାମ ଉଲ୍ଲେଖ କରିବା ।

ଅଂଶୀଦାରକୁ ଚିହ୍ନଟ କରନ୍ତୁ

ତାପରେ କିଏ କାର୍ଯ୍ୟ କରୁଛି ବୁଝିବା ଆବଶ୍ୟକ ଅଟେ । ସ୍ପଷ୍ଟ ଅନୁବାଦ ଅଂଶୀଦାର କୁ ଚିହ୍ନଟ କରିବ ।

ଗୋଟିଏ ଘଟଣାରେ ଅଂଶୀଦାର ହେବା ଲୋକ କିମ୍ବା ପଦାର୍ଥ ଯିଏ କି ସେହି ଘଟଣାରେ ଅଂଶ ଗ୍ରହଣ କରେ । ବାକ୍ୟର ମୁଖ୍ୟ ଯିଏ କି କାର୍ଯ୍ୟ କରୁଛନ୍ତି ଓ ଯେଉଁ ମାଧ୍ୟମରେ କାର୍ଯ୍ୟ ହୁଏ ସେହି ଗୁଡିକ ହେଉଛନ୍ତି ମୁଖ୍ୟ ଅଂଶୀଦାର

ଯେଉଁ ସମୟରେ ଘଟଣାପୁନଃ ପ୍ରକାଶ ହୁଏ ତାହାକୁ କ୍ରିୟା କହନ୍ତି, ଏହାର ଆବଶ୍ୟକତା ହେଉଛି ଘଟଣାରେ କିଏ ଓ କିପ୍ରକାର ଘଟଣାରେ ଅଂଶୀଦାର କରିଥିଲା । ସାଧାରଣତ ପୃଷ୍ଠଭୁମି ଦେଖିଲେ ହିଁ ଆମେ ସ୍ପଷ୍ଟ ହୋଇଯିବା ।

ଘଟଣା ଗୁଡିକର ଭାବନା ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ ।

ଅଧିକ ଘଟଣା ଭାବନା ଗୁଡିକ Gateway Language ରେ ବିଶେଷ୍ୟ ପରି ଦେଖାଯାଏ । ଗୋଟିଏ ସ୍ପଷ୍ଟ ଭାଷାନ୍ତର ଏହି ଘଟଣାବଳୀ ଗୁଡକିକର ଭାବନାକୁ କ୍ରିୟାରେ ପ୍ରକାଶ କରିବା ଆବଶ୍ୟକ ଅଟେ ।

ଯେତେବେଳେ ଅନୁବାଦ କରିବା ନିମନ୍ତେ ପ୍ରସ୍ତୁତ ହେବେ, କିଛି ଶାସ୍ତ୍ରଂଶର ଘଟଣାବଳୀ ଉପରେ ନଜର ପକାନ୍ତୁ, ମୁଖ୍ୟତଃ ଯେଉଁ ଗୁଡିକ କ୍ରିୟାରେ ପ୍ରକାଶିତ ନ ହୋଇ ଅନ୍ୟ ରୁପରେ ପ୍ରକାଶିତ ହୋଇଛି ।

ଘଟଣାବଳୀ ଚିନ୍ତାଧାରାକୁ ଯଦି ତୁମେ କ୍ରିୟା ବ୍ୟବହାର କରି ଅର୍ଥ ଦେଇପାରିବ ଚେଷ୍ଟା କରନ୍ତୁ। ଯଦି, ତେଣୁ, ତୁମ ଭାଷାରେ ବିଶେଷ୍ୟ ବ୍ୟବହାର କରି ଭାବନା ଦ୍ବାରା ଘଟଣାବଳୀ ଭାବଧାରା ପ୍ରକାଶିତ ହେଉଥିବ ଓ କ୍ରିୟା ଶବ୍ଦ ଅଧିକ ପ୍ରାକୃତିକ ଲାଗୁଥିବ, ତେବେ ବିଶେଷ୍ୟ ବ୍ୟବହାର କରନ୍ତୁ ।

ଦେଖା ସାରାଂଶ ବିଶେଷ୍ୟ ଗୁଡିକ

ହୁଏତ ଆପଣଙ୍କୁ ଘଟଣାବଳୀ ଭାବାଧାରାକୁ କାର୍ଯ୍ୟରତରୁପରେ ପରିବର୍ତ୍ତନ କରିବାକୁ ପଡିପାରେ ଯେପରି ଏହା ବୁଝା ଯାଉଛି କି ବୋଲି ନିଶ୍ଚୟତା କରିବା ନିମନ୍ତେ ।

ପ୍ରତ୍ୟେକ୍ଷ କ୍ରିୟା

ସ୍ପଷ୍ଟ ଅନୁବାଦର ଅବଶ୍ୟକ ହୋଇପାରେ ପ୍ରତ୍ୟେକ୍ଷ କ୍ରିୟା କୁ ପରିବର୍ତ୍ତନ କରି ପରୋକ୍ଷ ରୁପ ଦେବା । ଦେଖ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ

ପରୋକ୍ଷ ଗଠନରେ, ବାକ୍ୟର ମୁଖ୍ୟ ହେଉଛି ବ୍ୟକ୍ତି ଯିଏ କାର୍ଯ୍ୟ କରନ୍ତି ।

ପ୍ରତ୍ୟକ୍ଷ ଗଠନରେ, ବାକ୍ୟର ମୁଖ୍ୟ ହେଉଛନ୍ତି ବ୍ୟକ୍ତି କିମ୍ବା ପଦାର୍ଥ ଯେଉଁଠି କାର୍ଯ୍ୟ କରାଯାଏ । ଉଦାହରଣ, “ଯୋହନ ରସିଦ ଚିରି ଦେଲେ” ହେଉଛି ପରୋକ୍ଷ ବାକ୍ୟ । “ରସିଦଟି ଯୋହନଙ୍କ ଦ୍ବାରା ଚିରା ଗଲା” ହେଉଛି ପ୍ରତ୍ୟେକ୍ଷ ବାକ୍ୟ ।

ଅଧିକାଂଶ ଭାଷାରେ ପରୋକ୍ଷ ଉକ୍ତି ନାହିଁ, କେବଳ ପ୍ରତ୍ୟେକ୍ଷ ଉକ୍ତି ଅଛି ।

ଏହି ପରି ସ୍ଥଳେ, ବାକ୍ୟଟିକୁ ପ୍ରତ୍ୟକ୍ଷରୁ ପରୋକ୍ଷ କୁ ପରିବର୍ତ୍ତନ କରିବା ଆବଶ୍ୟକ ଅଟେ । କିଛି ଭାଷାରେ, ଏପରି, ପରୋକ୍ଷ ବଚନ ବ୍ୟବହାର କରନ୍ତି । ଅନୁବାଦକ ଲକ୍ଷ୍ୟ ରଖିଥିବା ଭାଷାରେ ଉପଯୁକ୍ତ ବଚନ ବ୍ୟବାହର କରିବା ଉଚିତ ଯେପରି ଏହା ସ୍ବାଭାବିକ ଲାଗିବ ।

ପ୍ରତ୍ୟେକ ‘ସୁଚକ ଶବ୍ଦ’କୁ ଦେଖିବା

ସ୍ପଷ୍ଟ ଅନୁବାଦ ନିମନ୍ତେ, ଆପଣଙ୍କୁ ପ୍ରତ୍ୟେକ “ସୁଚକ ଶବ୍ଦ”କୁ ଦେଖିବାକୁ ପଡିବ ଯେପରି ବିଶେଷ୍ୟ ସହିତ “ସୁଚକ”ର ଅର୍ଥ ଓ ସମ୍ପର୍କ ଜାଣି ପାରନ୍ତି । ଅଧିକାଂଶ ଭାଷାରେ, “ସୁଚକ” ବାକ୍ୟ ଅତି ଜଣ ଶୁଣା ନୁହେଁ ଯେପରି ମୂଳ ବାଇବଲ ଭାଷାରେ ଅଛି ।

“ସୁଚକ” ଶବ୍ଦର ଅର୍ଥକୁ ଧ୍ୟାନ କରନ୍ତୁ ଓ ଭାବନାକୁ ପୁନଃ ବାକ୍ୟର ପ୍ରତ୍ୟକ ଅଂଶ ଗୁଡିକୁ ସ୍ପଷ୍ଟ ଭାବେ ବର୍ଣ୍ଣନା କରନ୍ତୁ । ଏହିସବୁ ବିଷୟ ପ୍ରତି ଯାଞ୍ଚ କରି ସାରିବା ପରେ ଆପଣଙ୍କର ଅନୁବାଦ ଯେତେ ସମ୍ଭବ ସ୍ପଷ୍ଟ କରନ୍ତୁ, ଅନୁବାଦକୁ ଅନ୍ୟ ଜଣକୁ ପଢ଼ାନ୍ତୁ ଯିଏ ଆପଣଙ୍କ ଭାଷା ପଢି ପାରିବେ, ଏହା ସେମାନଙ୍କୁ ବୁଝା ପଡୁଛି କି ନାହିଁ ଦେଖନ୍ତୁ ।

ଯଦି କୌଣସି ଅଂଶ ବୁଝା ପଡୁ ନାହିଁ, ହୁଏତ ସେହି ଅଂଶଟି ସ୍ପଷ୍ଟ ନୁହେଁ । ସବୁ ମିଶି, ସେହି ଅଂଶକୁ ସ୍ପଷ୍ଟ ରୁପେ ପ୍ରକାଶ କରିବା ନିମନ୍ତେ ଚିନ୍ତା କରନ୍ତୁ । ଯେପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ସେପର୍ଯ୍ୟନ୍ତ ଅନେକ ଲୋକମାନଙ୍କୁ ନେଇ ଯାଞ୍ଚ କରନ୍ତୁ ।

ମନେରଖ : ଅନୁବାଦ ହେଉଛି ପୁନଃକହିବା, ଯେତେ ସମ୍ଭବ, ଲକ୍ଷ୍ୟ ଭାଷାରେ ଯେପରି ମୂଳ ଭାଷା ସହିତ ସ୍ବାଭାବିକ ଓ ସ୍ପଷ୍ଟ ହୋଇପାରିବ ।

ସ୍ପଷ୍ଟ କରି ଲେଖିବା

ଆପଣ ନିଜେ ନିଜକୁ ଏହି ପ୍ରଶ୍ନ ପଚାରନ୍ତୁ ଯେପରି ଆପଣଙ୍କର ଅନୁବାଦ ସ୍ପଷ୍ଟ ଭାବେ ଯୋଗାଯୋଗ କରିପାରିବ ।

  • ଆପଣ ବିରାମଚିନ୍ହ ବ୍ୟବହାର କରିଛନ୍ତି କି ଯେପରି ପାଠକ ଜାଣି ପାରିବେ କେଉଁ ସ୍ଥାନରେ ବିରାମ ନେବେ?
  • ଚିହ୍ନଟ କରିଛନ୍ତି କି କେଉଁ ଅଂଶ ଟି ପରୋକ୍ଷ ଉକ୍ତି?
  • ଶାସ୍ତ୍ରଂଶ ଗୁଡିକୁ ଅଲଗା କରିଛନ୍ତି କି?
  • ଶାସ୍ତ୍ରଂଶର ବିଭାଗ ଶୀର୍ଷକକୁ ଯୋଡିବା ନିମନ୍ତେ ବିଚାର କରିଛନ୍ତି କି?