or_obs-tn/content/39/04.md

3.0 KiB

ମୁଁ ଅଟେ

ଅର୍ଥାତ,"ମୁଁ ସେ ହିଁ ଯେପରି ତୁମେ କହିଲ", ବା " ମୁଁ ସେହି ମଶୀହ ଏବଂ ଈଶ୍ୱରଙ୍କ ପୁତ୍ର " ବା " ଆମ୍ଭେ ଅଟୁ "ମଧ୍ୟ ଈଶ୍ୱରଙ୍କ ନାମ ଅଟେ (ଏହାକୁ ଦେଖ 09-14 ଯୀଶୁ ନିଜକୁ “ମୁ ଅଟେ” ବୋଲି କହିବା ଦ୍ଵାରା ସେ ନିଜକୁ ଈଶ୍ୱର ବୋଲି ସମ୍ବୋଧନ କରୁଥିଲେ । ଯଦି ସମ୍ଭବ ତାହେଲେ ଏପରି ଅନୁବାଦ କରନ୍ତୁ ଯାହା ଯୀଶୁଙ୍କ ଉତ୍ତର ଏବଂ ଈଶ୍ୱରଙ୍କ ନାମ ସମାନ ଦେଖା ଯିବ ।

ଈଶ୍ୱରଙ୍କ ସହିତ ବସିଅଛନ୍ତି

ଏହାକୁ ଏପରି ଅନୁବାଦ କରାଯାଇପାରେ ,” ଈଶ୍ୱରଙ୍କ ସହିତ ରାଜ୍ୟ କରିବା”। କାରଣ ଈଶ୍ୱର ଜଗତର ବିଚାରକର୍ତ୍ତା , ଲୋକେ ତାଙ୍କ ବିଷୟରେ କୁହନ୍ତି ଯେ ସେ ସ୍ୱର୍ଗର ସିଂହାସନରେ ବସିଛନ୍ତି । ଈଶ୍ୱରଙ୍କ ସହିତ ସିଂହାସନରେ ବସିବା ବିଷୟ କହିବା ଦ୍ଵାରା, ସେ ଦାବି କରନ୍ତି ଯେ ସେ ଈଶ୍ୱରଙ୍କ ସହିତ ରାଜ୍ୟ କରିବାର ଅଧିକାର ଅଛି ।

ଈଶ୍ୱରଙ୍କ ସହିତ ସିଂହାସନରେ ବସିବା ଏବଂ ସ୍ଵର୍ଗରୁ ଅବତରଣ କରିବା

ଏହାକୁ ଏପରି ଅନୁବାଦ କରାଯାଇପାରେ, ଯଥା ଈଶ୍ୱରଙ୍କ ପାଖରେ ସିଂହାସନରେ ବସିବା ଏବଂ ସ୍ୱର୍ଗରୁ ଅବତରଣ କରିବା।

ରାଗରେ ନିଜର ବସ୍ତ୍ର ଚିରିଲେ

ଯିହୂଦୀମାନେ ନିଜର ବସ୍ତ୍ର ଦୁଃଖ କିମ୍ବା ରାଗକୁ ପ୍ରକାଶ କରିବା ପାଇଁ ଚିରନ୍ତି । ଯଦି ବସ୍ତ୍ର ଚିରବା ନିଜ ଭାଷାରେ ଅନ୍ୟ କିଛି ଅର୍ଥ ଥାଏ ତାହେଲେ ଏପରି ଶବ୍ଦ ଲେଖନ୍ତୁ ଯଥା, “ସେ ଅତ୍ୟନ୍ତ କ୍ରୋଧାନ୍ୱିତ ହେଲେ”।

ତୁମ୍ଭର ବିଚାର କ’ଣ ?

ଏହାର ଅର୍ଥ, “ତୁମ୍ଭର ସିଦ୍ଧାନ୍ତ କ’ଣ ?” ବା “ଆମକୁ କୁହ ତୁମ୍ଭେ କ’ଣ ସିଦ୍ଧାନ୍ତ ନେଲ । ସେ କ’ଣ ନିର୍ଦୋଷ ବା ଦୋଷୀ ?” ମହାଯାଜକମାନେ ଧାର୍ମିକନେତାମାନେ ଯୀଶୁଙ୍କୁ ଈଶ୍ୱରଙ୍କ ସହିତ ନିଜକୁ ସମାନ ଭାବରେ ଦାବି କରୁଛି ବୋଲି ଦୋଷୀ ବାରିବାକୁ ଚାହୁଁ ଥିଲେ ।