or_obs-tn/content/09/14.md

1.3 KiB

ଲୋକମାନେ

09-13 ରେ “ମୋ ଲୋକମାନେ” କୁ ଦେଖନ୍ତୁ ।

ମୁଁ ଯିଏ ଅଛି ସିଏ ଅଛି

ଏହି ବ୍ୟାଖ୍ୟା ଦର୍ଶାଏ ଯେ ଈଶ୍ଵର କେବଳ ନିଜଦେଇ ବ୍ୟାଖ୍ୟା କରାଯିବେ, ଏବଂ ଆମେ ଜାଣୁଥିବା କୌଣସି ବିଷୟ ଦେଇ ବ୍ୟାଖ୍ୟା କରାଯାଇପାରିବେ ନାହିଁ, ଏବଂ ସେ ଆଉ କୌଣସି ଲୋକ ସହ ତୁଳନୀୟ ହୋଇପାରିବେ ନାହିଁ ।

ମୁଁ ଅଟେ

ଏହି ନାମ ଗୁରୁତ୍ଵ ପ୍ରଦାନ କରେ ଯେ ଈଶ୍ଵର ହିଁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ସର୍ବଦା ରହିଆସିଅଛନ୍ତି ଓ ସର୍ବଦା ରହିଥିବେ ।

ମୋ ନାମ

ଈଶ୍ଵର ମୋଶା ଓ ସମଗ୍ର ଇସ୍ରାଏଲକୁ ଯେଉଁ ନାମ ବ୍ୟବହାର କରିବାକୁ କହିଥିଲେ ତାହା “ଯିହୋବା” (Yahweh) ଥିଲା ଯାହା “ମୁଁ ଅଟେ” ସହ ସମ୍ପର୍କିତ ଅଟେ ଏବଂ “ସେ ଅଟନ୍ତି” ବୁଝାଇବା ପରି ଜଣାପଡେ ।