or_obs-tn/content/33/08.md

1.9 KiB

(ଯୀଶୁ କାହାଣୀକୁ ବ୍ୟାଖ୍ୟା କରିବା ଜାରି ରଖିଲେ ।)

କଣ୍ଟକମୟ ଭୁଇଁରେ

ଦେଖ କିପରି ଆପଣ ଏହି ପଦକୁ ଏଠାରେ ଅନୁବାଦ କରିଅଛନ୍ତି33-04

ଜଣେ ବ୍ୟକ୍ତି

ଦେଖ ଏହାକୁ ଆପଣ କିପରି ଏଠାରେ ଅନୁବାଦ କରିଅଛନ୍ତି33-06

ଯତ୍ନ

ତାହା ହେଉଛି, "ସମ୍ବନ୍ଧରେ“ କିମ୍ବା, "ଆବଶ୍ୟକତା” କିମ୍ବା, “ସମସ୍ୟାଗୁଡିକ ।”

ଧନ

ତାହା ହେଉଛି, "ଧନ ନିମନ୍ତେ ଲାଳସା ।"

ଜୀବନର ଆମୋଦ ପ୍ରମୋଦ

ଏହା ଏହିପରି ମଧ୍ୟ ଅନୁବାଦ ହୋଇପାରେ ଯେମିତି, “ଆନନ୍ଦ ପାଇବା ପାଇଁ କାର୍ଯ କରିବା” କିମ୍ବା, “ଏପରି ବିଷୟରେ ଧ୍ୟାନ ଦେବା ଯାହା ଆନନ୍ଦ ଦିଏ ।"

ଚାପି ପକାଇଲେ

ତାହା ହେଉଛି, "ଦାବି ପକାଇବା” କିମ୍ବା, “ବିନାଶ କରିବା” କିମ୍ବା, “ବିଜୟୀ ହେଵା ।” ଏହି ଉକ୍ତି ଏହିପରି ମଧ୍ୟ ଅନୁବାଦ ହୋଇପାରେ ଯେମିତି, "ଈଶ୍ୱରଙ୍କୁ ପ୍ରେମ କରିବା ଠାରୁ ବିମୁଖ ହେଵାର କାରଣ ହେଵା ।"

ଫଳ ଫଳେ ନାହିଁ

ତାହା ହେଉଛି, "ଆତ୍ମିକ ଫଳ ଫଳେ ନାହିଁ" କିମ୍ବା, “ଏହିପରି ଆଚରଣ କରନ୍ତି ନାହିଁ ଯାହାଠାରେ ଈଶ୍ୱରଙ୍କ ଆତ୍ମା କାର୍ଯ୍ୟ କରନ୍ତି ବୋଲି ଜଣାପଡେ ।”