or_obs-tn/content/33/04.md

737 B

(ଯୀଶୁ କାହାଣୀକୁ ଜାରି ରଖିଲେ ।)

କଣ୍ଟାଗୁଡିକ

ତାହା ହେଉଛି, "କଣ୍ଟା ଗଛଗୁଡିକ" କିମ୍ବା, "କଣ୍ଟା ବୁଦାଗୁଡିକ ।"

ଚାପି ପକାଇଲା

ଏହାକୁ ଏହିପରି ଅନୁବାଦ କରାଯାଇପାରେ ଯେମିତି, "ସବୁ ଆଡୁ ସେଗୁଡିକୁ ଢାଙ୍କି ଦେଲା" କିମ୍ବା, "ଚାରିପଟୁ ସେଗୁଡିକୁ ମାଡି ପଡିଲା ।"

କଣ୍ଟକମୟ ଭୁଇଁରେ

ତାହା ହେଉଛି, "ଭୁମି ଯାହା କଣ୍ଟା ବୁଦା ସହ ଭରି ରହିଛି ।"