or_obs-tn/content/33/04.md

7 lines
737 B
Markdown

(ଯୀଶୁ କାହାଣୀକୁ ଜାରି ରଖିଲେ ।)
# କଣ୍ଟାଗୁଡିକ
ତାହା ହେଉଛି, "କଣ୍ଟା ଗଛଗୁଡିକ" କିମ୍ବା, "କଣ୍ଟା ବୁଦାଗୁଡିକ ।"
# ଚାପି ପକାଇଲା
ଏହାକୁ ଏହିପରି ଅନୁବାଦ କରାଯାଇପାରେ ଯେମିତି, "ସବୁ ଆଡୁ ସେଗୁଡିକୁ ଢାଙ୍କି ଦେଲା" କିମ୍ବା, "ଚାରିପଟୁ ସେଗୁଡିକୁ ମାଡି ପଡିଲା ।"
# କଣ୍ଟକମୟ ଭୁଇଁରେ
ତାହା ହେଉଛି, "ଭୁମି ଯାହା କଣ୍ଟା ବୁଦା ସହ ଭରି ରହିଛି ।"