or_obs-tn/content/33/06.md

1.6 KiB

ଏହି କାହାଣୀ ବା ଦୃଷ୍ଟାନ୍ତ ଶିଷ୍ୟମାନଙ୍କୁ ଦ୍ଵନ୍ଦରେ ପକାଇଲା ।

ତାହା ହେଉଛି, "ଶିଷ୍ୟମାନେ ଏହି କାହାଣୀକୁ ବା ଦୃଷ୍ଟାନ୍ତକୁ ବୁଝିପାରିଲେ ନାହିଁ ।"

ଜଣେ ବ୍ୟକ୍ତି ଅଟନ୍ତି

ଏହି ପାର୍ଥକ୍ୟକୁ ଏହିପରି ମଧ୍ୟ ଅନୁବାଦ କରାଯାଇପାରେ ଯେମିତି, "ଜଣେ ବ୍ୟକ୍ତି ସଦୃଶ୍ୟ" କିମ୍ବା, "ଜଣେ ବ୍ୟକ୍ତିକୁ ବୁଝାଏ" କିମ୍ବା, "ଏକ ବ୍ୟକ୍ତି ସମ୍ବନ୍ଧରେ" କିମ୍ବା, "ଏକ ବ୍ୟକ୍ତି ବିଷୟରେ କୁହେ ।"

ତାହା ଠାରୁ ବାକ୍ୟ ହରଣ କରିନିଏ

ଏହା ମଧ୍ୟ ଏହିପରି ଅନୁବାଦ ହୋଇପାରେ ଯେମିତି, “ଈଶ୍ୱରଙ୍କ ବାକ୍ୟକୁ ହରଣ କରି ନିଏ, ଏବଂ ଏହାକୁ ଭୁଲିଯିବା ପାଇଁ ପ୍ରବର୍ତ୍ତାଇ ଥାଏ” କିମ୍ବା, “ତାହାରି ହୃଦୟରୁ ବାକ୍ୟକୁ ଚୋରାଇ ନିଏ ଯେପରି ସେ ଏହାକୁ ବିଶ୍ୱାସ ନ କରେ ଏବଂ ଉଦ୍ଧାର ନ ପାଏ ।” ଆପଣ ନିମ୍ନସ୍ଥ ବିଷୟକୁ ଯୋଗ କରି ପାରିବେ: “ଯେପରି ପଥ ପାର୍ଶରେ ପଡିଥିବା ବିହନକୁ ପକ୍ଷୀ ଖାଇ ଯାଏ ।"