or_obs-tn/content/33/07.md

1.1 KiB

(ଯୀଶୁ କାହାଣୀକୁ ବ୍ୟାଖ୍ୟା କରିବା ଜାରି ରଖିଲେ ।)

ପଥୁରିଆ ଭୂମି

ଦେଖ ତୁମେ ଏହି ଶବ୍ଦକୁ କିପରି ଅନୁବାଦ କରିଅଛ33-03

ଜଣେ ବ୍ୟକ୍ତି

ଦେଖ ତୁମେ ଏହି ଶବ୍ଦକୁ ଏହିଠାରେ କିପରି ଅନୁବାଦ କରିଅଛ33-06

ଆନନ୍ଦରେ ଏହା ଗ୍ରହଣ କରନ୍ତି

ତାହା ହେଉଛି, “ଆନନ୍ଦରେ ବିଶ୍ୱାସ କରିବା” କିମ୍ବା, “ ଏହା ସତ୍ୟ ଅଟେ ବୋଲି ଆନନ୍ଦରେ ସମ୍ମତ ହେବା ।”

ବିମୁଖ ହେଵା

ତାହା ହେଉଛି, “ଆଉ ଈଶ୍ୱରଙ୍କ ପଛେ ଚାଲିବା ଏବଂ ଆଜ୍ଞା ମାନିବା ନାହିଁ“ କିମ୍ବା, "ଈଶ୍ୱରଙ୍କୁ ଅନୁସରଣ କରିବା ଏବଂ ଆଂଜ୍ଞା ମାନିବା ବନ୍ଦ କରିବା ।”