or_obs-tn/content/33/07.md

9 lines
1.1 KiB
Markdown

(ଯୀଶୁ କାହାଣୀକୁ ବ୍ୟାଖ୍ୟା କରିବା ଜାରି ରଖିଲେ ।)
# ପଥୁରିଆ ଭୂମି
ଦେଖ ତୁମେ ଏହି ଶବ୍ଦକୁ କିପରି ଅନୁବାଦ କରିଅଛ[33-03](../33/03.md)
# ଜଣେ ବ୍ୟକ୍ତି
ଦେଖ ତୁମେ ଏହି ଶବ୍ଦକୁ ଏହିଠାରେ କିପରି ଅନୁବାଦ କରିଅଛ[33-06](../33/06.md)
# ଆନନ୍ଦରେ ଏହା ଗ୍ରହଣ କରନ୍ତି
ତାହା ହେଉଛି, “ଆନନ୍ଦରେ ବିଶ୍ୱାସ କରିବା” କିମ୍ବା, “ ଏହା ସତ୍ୟ ଅଟେ ବୋଲି ଆନନ୍ଦରେ ସମ୍ମତ ହେବା ।”
# ବିମୁଖ ହେଵା
ତାହା ହେଉଛି, “ଆଉ ଈଶ୍ୱରଙ୍କ ପଛେ ଚାଲିବା ଏବଂ ଆଜ୍ଞା ମାନିବା ନାହିଁ“ କିମ୍ବା, "ଈଶ୍ୱରଙ୍କୁ ଅନୁସରଣ କରିବା ଏବଂ ଆଂଜ୍ଞା ମାନିବା ବନ୍ଦ କରିବା ।”