or_obs-tn/content/29/08.md

1.4 KiB

(ଯୀଶୁ କାହାଣୀ କହିବା ଜାରି ରଖିଲେ .)

ଦାସକୁ ଡାକିଲେ 

ତାହା ହେଉଛି, "ଦାସକୁ ତାଙ୍କ ନିକଟକୁ ଆସିବାକୁ କହିଲେ. କିମ୍ବା "ତାହାଙ୍କ ପ୍ରହରିମାନଙ୍କୁ ସେହି ଦାସକୁ ତାଙ୍କ ନିକଟକୁ ଆଣିବା ପାଇଁ କହିଲେ

ମୋତେ ବିନତି କଲେ 

ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ" କିମ୍ବା, "ଜରୁରୀ ଭାବରେ ଦୟା ହକରିବାକୁ କହିଲେ."

ତୁମକୁ ଏହିପରି ସମାନ କରିବାର ଉଚିତ୍ ଥିଲା 

ତାହା ହେଉଛି, "ତୁମେ ସେହି ବ୍ୟକ୍ତିକୁ କ୍ଷମା କରିବା ଆବଶ୍ୟକ ଥିଲା ଯିଏ ତୁମଥାତୁ କରଜ କରିଥିଲା,ଯେପରି ମୁଁ ତୁମକୁ କ୍ଷମା କଲି"

ଫୋପାଡି ଦେଲେ 

ତାହା ହେଉଛି, "ତାହାଙ୍କ ପ୍ରହରିମାନଙ୍କୁ ପକାଇବାକୁ ଆଜ୍ଞା ଦେଲେ." ଜାଣନ୍ତୁ କିପରି "ଫୋପାଡି ଦେଲେ" ପଦକୁ frame29-06.ରେ ଅନୁବାଦ କରିଛନ୍ତି