or_obs-tn/content/29/06.md

920 B

(ଯୀଶୁ କାହାଣୀ କହିବା ଜାରି ରଖିଲେ .)

ଦାସ ଜଣ

ଏହି ବାକ୍ୟାଂଶକୁ ଯେପରି ତୁମ୍ଭେ କରିଥିଲ, ସେପରି ଅନୁବାଦ କର  29-05.

ତାଙ୍କ ଗୋଡ ତଳେ ପଡିଲା

ଏହି ବାକ୍ୟାଂଶର ସେହି ସମାନ ଅର୍ଥ ରହିଅଛି 29-04.

ତାଙ୍କ ଦାସ ଜଣକୁ କାରାଗାରକୁ ଫୋପାଡିଦେଲେ 

ଏହାକୁ ଏପରି ଅନୁବାଦ କରାଯାଇପାରେ, "କାରାଗାରରେ ସେହି ଜଣକୁ ପକାଇଲେ" ଏହି ପଦ "ଫୋପାଡି ଦେଲେ"ଏକ ଆକ୍ଷରିକ କିମ୍ବା ସାଂକେତିକ ଅଟେ ଏବଂ ଯାହାର ଅର୍ଥ ବାଧ୍ୟତାମୁଲକ କରାଗଲା.