or_obs-tn/content/29/04.md

1.5 KiB

(ଯୀଶୁ କାହାଣୀ କହିବା ଜାରି ରଖିଲେ .)

ତାଙ୍କ ଗୋଡ ତଳେ ପଡିଲା 

ତାହା ହେଉଛି, " ଭୁମି ଉପରେ ଆଣ୍ଠେଇ ପଡିଲା." ଏହି ପ୍ରକାରେ ତାହାର ନମ୍ରତାକୁ ଦେଖାଇଲା ଏବଂ ରାଜାଙ୍କଠାରୁ ତାହାକୁ ସାହାଯ୍ୟ ପାଇବାର ଆଶା ରଖିଲା. ନିଶ୍ଚିତ କରନ୍ତୁ ଏହି ଶବ୍ଦ ଏପରି ଶୁଭା ନ ଯାଉ ଦେ ଅକସ୍ମାତ୍ ପଡିଗଲେ .

ରାଜା ସମ୍ମୁଖରେ 

ଏହାର ଅର୍ଥ, " ରାଜାଙ୍କ ସମ୍ମୁଖରେ"

ଦୟା ଦେଖାଇଲେ 

ତାହା ହେଉଛି, "ଦୟାରେ ବିଗଳିତ ହେଲେ" କିମ୍ବା, "ଦୁଃଖ ପ୍ରକାଶ କଲେ." ରାଜା ଜାଣିଥିଲେ ଯେ ଯଦି ଦାସ ଏବଂ ତାହାର ପରିବାରକୁ ଅତିଶୟ କଷ୍ଟ ସ୍ଵଭାବ କରିବେ ଯଦି ସେମାନଙ୍କୁ ଦାସ ଭାବରେ ବିକ୍ରୀ କରାଯାଏ.

ତାଙ୍କର ସମସ୍ତ କରଜ ଛାଡ କରିଦେଲେ 

ଏହାକୁ ଏପରି ଅନୁବାଦ କରିବା, "କହିଲେ ଯେ ଦାସ ରାଜାଙ୍କ ଠାରୁ ଯେତେ କରଜ କରିଅଛି, ପରିଶୋଧ କରିବାର ଆବଶ୍ୟକ ନାହିଁ"