or_obs-tn/content/29/06.md

7 lines
920 B
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

(ଯୀଶୁ କାହାଣୀ କହିବା ଜାରି ରଖିଲେ .)
# ଦାସ ଜଣ
ଏହି ବାକ୍ୟାଂଶକୁ ଯେପରି ତୁମ୍ଭେ କରିଥିଲ, ସେପରି ଅନୁବାଦ କର  [29-05](../29/05.md).
# ତାଙ୍କ ଗୋଡ ତଳେ ପଡିଲା
ଏହି ବାକ୍ୟାଂଶର ସେହି ସମାନ ଅର୍ଥ ରହିଅଛି [29-04](../29/04.md).
# ତାଙ୍କ ଦାସ ଜଣକୁ କାରାଗାରକୁ ଫୋପାଡିଦେଲେ 
ଏହାକୁ ଏପରି ଅନୁବାଦ କରାଯାଇପାରେ, "କାରାଗାରରେ ସେହି ଜଣକୁ ପକାଇଲେ" ଏହି ପଦ "ଫୋପାଡି ଦେଲେ"ଏକ ଆକ୍ଷରିକ କିମ୍ବା ସାଂକେତିକ ଅଟେ ଏବଂ ଯାହାର ଅର୍ଥ ବାଧ୍ୟତାମୁଲକ କରାଗଲା.