or_obs-tn/content/29/08.md

9 lines
1.4 KiB
Markdown

(ଯୀଶୁ କାହାଣୀ କହିବା ଜାରି ରଖିଲେ .)
# ଦାସକୁ ଡାକିଲେ 
ତାହା ହେଉଛି, "ଦାସକୁ ତାଙ୍କ ନିକଟକୁ ଆସିବାକୁ କହିଲେ. କିମ୍ବା "ତାହାଙ୍କ ପ୍ରହରିମାନଙ୍କୁ ସେହି ଦାସକୁ ତାଙ୍କ ନିକଟକୁ ଆଣିବା ପାଇଁ କହିଲେ
# ମୋତେ ବିନତି କଲେ 
ଏହାକୁ ଏପରି ଭାବରେ ଅନୁବାଦ କରାଯାଇପାରେ" କିମ୍ବା, "ଜରୁରୀ ଭାବରେ ଦୟା ହକରିବାକୁ କହିଲେ."
# ତୁମକୁ ଏହିପରି ସମାନ କରିବାର ଉଚିତ୍ ଥିଲା 
ତାହା ହେଉଛି, "ତୁମେ ସେହି ବ୍ୟକ୍ତିକୁ କ୍ଷମା କରିବା ଆବଶ୍ୟକ ଥିଲା ଯିଏ ତୁମଥାତୁ କରଜ କରିଥିଲା,ଯେପରି ମୁଁ ତୁମକୁ କ୍ଷମା କଲି"
# ଫୋପାଡି ଦେଲେ 
ତାହା ହେଉଛି, "ତାହାଙ୍କ ପ୍ରହରିମାନଙ୍କୁ ପକାଇବାକୁ ଆଜ୍ଞା ଦେଲେ." ଜାଣନ୍ତୁ କିପରି "ଫୋପାଡି ଦେଲେ" ପଦକୁ frame[29-06](../29/06.md).ରେ ଅନୁବାଦ କରିଛନ୍ତି