or_obs-tn/content/22/07.md

1.7 KiB

ଇଲିଶାବେଥ

ଇଲିଶାବେଥ ବିଷୟରେ ଟିପ୍ପଣୀକୁ ଦେଖନ୍ତୁ 22-04.

ପରମେଶ୍ଵରଙ୍କ ସ୍ତୁତି କରିବା 

ତାହା ହେଉଛି, "ଆମେ ପରମେଶ୍ଵରଙ୍କ ସ୍ତୁତି କରିବା ଉଚିତ୍ ."

ଡକାଯିବେ 

ଏହାକୁ ଅନ୍ୟ ପ୍ରକାରେ କୁହାଯାଇଛି, "ଡକାଯିବ" କିମ୍ବା, "ଜଣାଯିବ." ଯୋହନ ପ୍ରକୃତରେ ସର୍ବୋପରିସ୍ଥ ଈଶ୍ଵରଙ୍କ ଭାବବାଦୀ ହେବେ ।”

ଭବିଷ୍ୟତବକ୍ତା 

ତାହା ହେଉଛି, " ଅତି ଗୁରୁତ୍ବପୂର୍ଣ୍ଣ ଭାବବାଦୀ." ଯୋହନଏକ ଭବିଷ୍ୟତବକ୍ତା ହେବେ ଯାହା ପୁରାତନ ନିୟମରେ ଭାବବାଦୀମାନେ ଭାବବାଣୀ କରିଥିଲେ କରିବେ ଯେ ସେ ମଶୀହଙ୍କ ପୂର୍ବରୁ ଆସିଥିଲେ .

ସର୍ବୋପରିସ୍ଥ ପରମେଶ୍ଵର

ଅନ୍ୟ ଏକ ପ୍ରକାରେ କହିଲେ, "ପରମେଶ୍ଵର ଯିଏ ସମସ୍ତଠାରୁ ମହାନ୍ ଅଟନ୍ତି," କିମ୍ବା "ପରମେଶ୍ଵର ଯିଏ ସମସ୍ତଙ୍କ ଉପରେ ଶାସନ କରନ୍ତି"

ବାଇବଲରୁ ଏକ କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: ଲୂକ 1