or_obs-tn/content/22/04.md

1.9 KiB

ଛ ମାସ ଗର୍ଭବତୀ 

ହୁଏତ ସେ କରିଥିଲେ ଛ ମାସ ଧରି ଗର୍ଭବତୀ ଥିଲେ କିମ୍ବା ସେ ଛ ମାସ ଭିତରେ ଗର୍ଭବତୀ ହେଲେ .

ଗର୍ଭବତୀ 

ଗର୍ଭବତୀ ବିଷୟରେ କରିବାକୁ ଅନ୍ୟାନ୍ୟ ଭାଷାଗୁଡିକର ଅନ୍ୟାନ୍ୟ ଲୋକଭାଷା ଯେପରି "ସେ ଶିଶୁ ସହିତ ଥିଲେ" କିମ୍ବା "ତାଙ୍କର ଶରୀରରେ ଜଣେ ଥିଲା" କିମ୍ବା "ତାଙ୍କର ତଳିପେଟରେ ଥିଲା" କିଛି ଭାଷାଗୁଡିକ ଶିଷ୍ଟ ଭାବରେ, ଏହି ବିଷୟରେ ଯେପରି କି " ସେ ଆଶା କରୁଥିଲେ." ଏପରି ଏକ ପ୍ରକାଶନ ବ୍ୟବହାର କର ଯାହା ପାଠକମାନେ ଅଧ୍ୟୟନ କରିବାକୁ ହତସ୍ତତ ନ ହୁଅନ୍ତି .

ଇଲିଶାବେଥ୍

ସେ ଯିଖରୀୟଙ୍କ ସ୍ତ୍ରୀ ଥିଲେ ଏକ ଦୁତ ଯିଖରୀୟଙ୍କୁ କହିଲେ ଯେ ଇଲିଶାବେଥ୍ ଏକ ପୁତ୍ରଙ୍କୁ ଜନ୍ମ ଦେବେ ।

ଇଲୀଶାବେଥ ସମ୍ପର୍କୀୟ 

ଅନେକ ଅନୁବାଦଗୁଡିକ କହନ୍ତି , "ସମ୍ପର୍କିୟ" ଏଠାରେ କିନ୍ତୁ ଆମେ ଜାଣି ନାହୁଁ ଯେ କିପରି ଭାବରେ ଏହି ଦୁଇ ସ୍ତ୍ରୀମାନେ ସମ୍ପର୍କିତ ଥିଲେ . ଏକ ସାଧାରଣ ପଦ ଯେପରି,, "ସମ୍ପର୍କୀୟ," "" କିମ୍ବା, "ସମ୍ପର୍କୀୟ" ବ୍ୟବହାର କରାଯାଇପାରେ.

ନିର୍ବନ୍ଧ ହୋଇଥିଲା  

ତାହା ହେଉଛି, " ପ୍ରତିଜ୍ଞା କରାଯାଇଥିଲା I."