or_obs-tn/content/22/07.md

12 lines
1.7 KiB
Markdown

# ଇଲିଶାବେଥ
ଇଲିଶାବେଥ ବିଷୟରେ ଟିପ୍ପଣୀକୁ ଦେଖନ୍ତୁ [22-04](../22/04.md).
# ପରମେଶ୍ଵରଙ୍କ ସ୍ତୁତି କରିବା 
ତାହା ହେଉଛି, "ଆମେ ପରମେଶ୍ଵରଙ୍କ ସ୍ତୁତି କରିବା ଉଚିତ୍ ."
# ଡକାଯିବେ 
ଏହାକୁ ଅନ୍ୟ ପ୍ରକାରେ କୁହାଯାଇଛି, "ଡକାଯିବ" କିମ୍ବା, "ଜଣାଯିବ." ଯୋହନ ପ୍ରକୃତରେ ସର୍ବୋପରିସ୍ଥ ଈଶ୍ଵରଙ୍କ ଭାବବାଦୀ ହେବେ ।”
# ଭବିଷ୍ୟତବକ୍ତା 
ତାହା ହେଉଛି, " ଅତି ଗୁରୁତ୍ବପୂର୍ଣ୍ଣ ଭାବବାଦୀ." ଯୋହନଏକ ଭବିଷ୍ୟତବକ୍ତା ହେବେ ଯାହା ପୁରାତନ ନିୟମରେ ଭାବବାଦୀମାନେ ଭାବବାଣୀ କରିଥିଲେ କରିବେ ଯେ ସେ ମଶୀହଙ୍କ ପୂର୍ବରୁ ଆସିଥିଲେ .
# ସର୍ବୋପରିସ୍ଥ ପରମେଶ୍ଵର
ଅନ୍ୟ ଏକ ପ୍ରକାରେ କହିଲେ, "ପରମେଶ୍ଵର ଯିଏ ସମସ୍ତଠାରୁ ମହାନ୍ ଅଟନ୍ତି," କିମ୍ବା "ପରମେଶ୍ଵର ଯିଏ ସମସ୍ତଙ୍କ ଉପରେ ଶାସନ କରନ୍ତି"
# ବାଇବଲରୁ ଏକ କାହାଣୀ
ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ। ବାଇବଲର ଏକ କାହାଣୀ: ଲୂକ 1