or_obs-tn/content/20/12.md

1.5 KiB

ପାରସ୍ୟ ସାମ୍ରାଜ୍ୟ

ଏହି ଶବ୍ଦକୁ କିପରି ଆପଣ ଅନୁବାଦ କରିଅଛନ୍ତି ତାହା ଦେଖନ୍ତୁ 20-11.

କୋରସ 

ଆପଣ ତାଙ୍କ ନାମକୁ କିପରି ଅନୁବାଦ କରିଅଛନ୍ତି ତାହା ଦେଖନ୍ତୁ  20-11.

ଇଲିଶାବେଥ

ଯିହୁଦା ବିଷୟରେ ଟିପ୍ପଣୀକୁ ଦେଖନ୍ତୁ 20-11.

ଯିହୂଦା ଫେରିଲେ 

ଯେହେତୁ ଅଧିକାଂଶ ଯିହୂଦୀମାନଙ୍କର ଶିଶୁ ଓ ନାତିନାତୁଣୀମାନେ ଥିଲେ ଯିଏ ଯିହୁଦାକୁ ଛାଢ଼ି ଥିଲେ,ପୁର୍ବରୁ ସେମାନେ ଯିହୁଦାରେ କେବେ ରହିନଥିଲେ । ଅନ୍ୟ କିଛି ଭାଷାରେ ଏହା କହିବା ଉତ୍ତମ ହେବ''ଯିହୁଦା କୁ ଯାଅ''।

ନିର୍ବାସନ

ଆପଣ ଏହି ଶବ କିପରି ଅନୁବାଦ କରି ଅଛନ୍ତି ତାହା ଦେଖନ୍ତୁ  20-09.

ଫେରିଲେ

ତାହା ଅଟେ , "ଫେରି ଗଲେ"। କିଛି ଭାଷା କହିବା ପସନ୍ଦ କରି ପାରେ ,''ଗଲେ'' ଯେହେତୁ ଅଧିକାଂଶ ଲୋକମାନେ କେବେ ଯିରୁଶାଲେମକୁ ଯାଇନଥିଲେ ।