or_obs-tn/content/20/09.md

1.1 KiB

ଛାଡି…ପଛରେ 

ଏହା ଅଟେ, "କେବଳ ଦରିଦ୍ର ଲୋକମାନଙ୍କୁ ଯିହୂଦାରେ ଛାଡି" କିମ୍ବା, "କେବଳ ଦରିଦ୍ର ଲୋକମାନଙ୍କୁ ଯିହୂଦାରେ ରହିବାକୁ ଦେଲେ."

ଏହି ନିର୍ଦ୍ଧିଷ୍ଠ ସମୟରେ 

ଏହାକୁ ଅନୁବାଦ କରିବାକୁ'' ଏକ ପ୍ରସଙ୍ଗକୁ ବାଛ ଯାହା ଏକ ଲମ୍ବା ସମୟକୁ ବୁଝାଏ, ଯେହେତୁ ନିର୍ବାସନ ସମୟ ସତୁରୀ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ।

ନିର୍ବାସନ 

ଏହି ଶବ୍ଦ "ନିର୍ବାସନ" ଅର୍ଥ କେହିଜଣେ ଦେଶରୁ ବାଧ୍ୟ କରି ବାହାର କରା ଯାଇଅଛି ।

''ନିର୍ବାସନ" 70

ବର୍ଷ ସମୟ ଯେତେବେଳେ ଇସ୍ରାଏଲୀୟମାନେ ବାବିଲୋନ ଦ୍ଵାରା ସେଠାରେ ରହିବାକୁ ବାଧ୍ୟ କରାଯାଇଥିଲେ ।