or_obs-tn/content/20/10.md

1.2 KiB

ନିର୍ବାସନ

ଦେଖି କିପରି ତୁମେ ଏହି ଶବ୍ଦକୁ ଅବୁବାଦ କରିଅଛ  20-09.

ଭୁଲି ଯାଇ ନ ଥିଲେ 

ଏହା ଏହିପରି ଅନୁବାଦ କରାଯାଇପାରେ,''ମନା କଲେ ନାହିଁ''କିମ୍ବା''ବିଳମ୍ବ କଲେ ନାହିଁ'' କିମ୍ବା ସମ୍ପୁର୍ଣ୍ଣ ପ୍ରସଂଗ କୁ ଅନୁବାଦିତ କରାଯାଇପାରେ ଯେପରି ,'' ତାଙ୍କ ଲୋକମାନଙ୍କୁ ଓ ତାଙ୍କ ପ୍ରତିଜ୍ଞାଗୁଡିକର ବଚନକୁ ସେ ନିରନ୍ତର ସମ୍ମାନ କରି ଚାଲିଲେ"।

ନଜର ରଖିଚାଲିଲେ 

ତାହା ଅଟେ, " ଯତ୍ନ ନେବା"

ଭାବବାଦୀଗଣ ଦେଇ ସେମାନଙ୍କୁ କହିଲେ 

ଏହା ଏହିପରି ଅନୁଦାଦ କରାଯାଇପାରେ ଯେପରି ,'' ଲୋକମାନଙ୍କୁ ସେ ଯାହା କହିବାକୁ ଚାହୁଁ ଥିଲେ ସେ ସେହି ସନ୍ଦେଶ ଗୁଡିକୁ ତାଙ୍କ ଭାବବାଦୀଗଣମାନଙ୍କୁ କହୁଥିଲେ ।