8 lines
1.2 KiB
Markdown
8 lines
1.2 KiB
Markdown
# ନିର୍ବାସନ
|
||
ଦେଖି କିପରି ତୁମେ ଏହି ଶବ୍ଦକୁ ଅବୁବାଦ କରିଅଛ [20-09](../20/09.md).
|
||
# ଭୁଲି ଯାଇ ନ ଥିଲେ
|
||
ଏହା ଏହିପରି ଅନୁବାଦ କରାଯାଇପାରେ,''ମନା କଲେ ନାହିଁ''କିମ୍ବା''ବିଳମ୍ବ କଲେ ନାହିଁ'' କିମ୍ବା ସମ୍ପୁର୍ଣ୍ଣ ପ୍ରସଂଗ କୁ ଅନୁବାଦିତ କରାଯାଇପାରେ ଯେପରି ,'' ତାଙ୍କ ଲୋକମାନଙ୍କୁ ଓ ତାଙ୍କ ପ୍ରତିଜ୍ଞାଗୁଡିକର ବଚନକୁ ସେ ନିରନ୍ତର ସମ୍ମାନ କରି ଚାଲିଲେ"।
|
||
# ନଜର ରଖିଚାଲିଲେ
|
||
ତାହା ଅଟେ, " ଯତ୍ନ ନେବା"
|
||
# ଭାବବାଦୀଗଣ ଦେଇ ସେମାନଙ୍କୁ କହିଲେ
|
||
ଏହା ଏହିପରି ଅନୁଦାଦ କରାଯାଇପାରେ ଯେପରି ,'' ଲୋକମାନଙ୍କୁ ସେ ଯାହା କହିବାକୁ ଚାହୁଁ ଥିଲେ ସେ ସେହି ସନ୍ଦେଶ ଗୁଡିକୁ ତାଙ୍କ ଭାବବାଦୀଗଣମାନଙ୍କୁ କହୁଥିଲେ । |