or_obs-tn/content/12/14.md

2.0 KiB

ନିସ୍ତାରପର୍ବ 

ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି,''ନିସ୍ତାର ପର୍ବର କାର୍ଯ୍ୟ,''କିମ୍ବା''ନିସ୍ତାର ପର୍ବ ପାଳନ,'' କିମ୍ବା''ନିସ୍ତାର ପର୍ବର ଭୋଜ''।

କିପରି ପରମେଶ୍ଵର ସେମାନଙ୍କୁ ଜୟ ମିସରୀୟମାନଙ୍କ ଉପରେ ଦେଲେ  

ଏହା ଏହିପରି ଅନୁବାଦ କରାଯାଇପାରେ,''ପ୍ରତିଦିନ ସେମାନେ ନିଜେ ନିଜକୁ ପରମେଶ୍ଵର କିପରି ରକ୍ଷା କଲେ ତାହା ସ୍ମରଣ କରୁଥିଲେ''। ବାକ୍ୟ "ସ୍ମରଣ କରିବା" ଏଠାରେ ଏହାର ଅର୍ଥ ଭୁଲିଯିବା ;ଏହା ସାଧାରଣ ଭାବରେ କିଛି ସ୍ମରଣ ରଖିବା ।

ନିଖୁନ୍ତ ମେଷଟିଏ 

ବାକ୍ୟ "ନିଖୁନ୍ତ" ଏଠାରେ ଏହା ଏକ ଦୋଷଶୂନ୍ୟ ମେଷ କିମ୍ବା ରୋଗ ରହିତ ମେଷକୁ ସୁଚିତ କରେ । ଅନ୍ୟ ଭାବରେ କହିବାକୁ ଗଲେ ଏହା ହୋଇପାରେ ,''ଏକ ସମ୍ପୂର୍ଣ୍ଣ କ୍ଷତଶୂନ୍ୟ ଏବଂ ହୃଷ୍ଟପୂଷ୍ଠ ମେଷ'।

ରୋଟି ଯାହା ବିନା ଖମୀରରେ ତିଆରି

ଅନ୍ୟ ଭାବରେ କହିବାକୁ ଗଲେ ଏହା,''ତାଡ଼ି ଶୂନ୍ୟ ରୋଟୀ''। ଦେଖି କିପରି ତୁମେ ଏଠାରେ ଅନୁବାଦ କରିଅଛ 11-03.

ଏକ ବାଇବଲରୁ କାହାଣୀ

ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ:

ଯାତ୍ରାପୁସ୍ତକ 12: 33

15:21