13 lines
2.0 KiB
Markdown
13 lines
2.0 KiB
Markdown
|
||
# ନିସ୍ତାରପର୍ବ
|
||
ଏହା ଏହିପରି ଅନୁବାଦ କରାଯାଇପାରେ ଯେପରି,''ନିସ୍ତାର ପର୍ବର କାର୍ଯ୍ୟ,''କିମ୍ବା''ନିସ୍ତାର ପର୍ବ ପାଳନ,'' କିମ୍ବା''ନିସ୍ତାର ପର୍ବର ଭୋଜ''।
|
||
# କିପରି ପରମେଶ୍ଵର ସେମାନଙ୍କୁ ଜୟ ମିସରୀୟମାନଙ୍କ ଉପରେ ଦେଲେ
|
||
ଏହା ଏହିପରି ଅନୁବାଦ କରାଯାଇପାରେ,''ପ୍ରତିଦିନ ସେମାନେ ନିଜେ ନିଜକୁ ପରମେଶ୍ଵର କିପରି ରକ୍ଷା କଲେ ତାହା ସ୍ମରଣ କରୁଥିଲେ''। ବାକ୍ୟ "ସ୍ମରଣ କରିବା" ଏଠାରେ ଏହାର ଅର୍ଥ ଭୁଲିଯିବା ;ଏହା ସାଧାରଣ ଭାବରେ କିଛି ସ୍ମରଣ ରଖିବା ।
|
||
# ନିଖୁନ୍ତ ମେଷଟିଏ
|
||
ବାକ୍ୟ "ନିଖୁନ୍ତ" ଏଠାରେ ଏହା ଏକ ଦୋଷଶୂନ୍ୟ ମେଷ କିମ୍ବା ରୋଗ ରହିତ ମେଷକୁ ସୁଚିତ କରେ । ଅନ୍ୟ ଭାବରେ କହିବାକୁ ଗଲେ ଏହା ହୋଇପାରେ ,''ଏକ ସମ୍ପୂର୍ଣ୍ଣ କ୍ଷତଶୂନ୍ୟ ଏବଂ ହୃଷ୍ଟପୂଷ୍ଠ ମେଷ'।
|
||
# ରୋଟି ଯାହା ବିନା ଖମୀରରେ ତିଆରି
|
||
ଅନ୍ୟ ଭାବରେ କହିବାକୁ ଗଲେ ଏହା,''ତାଡ଼ି ଶୂନ୍ୟ ରୋଟୀ''। ଦେଖି କିପରି ତୁମେ ଏଠାରେ ଅନୁବାଦ କରିଅଛ [11-03](../11/03.md).
|
||
# ଏକ ବାଇବଲରୁ କାହାଣୀ
|
||
ଏହି ସଂରଚନା ପ୍ରସଙ୍ଗ କେତେକ ବାଇବଲ ଅନୁବାଦଗୁଡିକରୁ ଅଳ୍ପ ଭିନ୍ନ ହୋଇପାରେ । ବାଇବଲର ଏକ କାହାଣୀ:
|
||
# ଯାତ୍ରାପୁସ୍ତକ 12: 33
|
||
15:21 |