or_obs-tn/content/11/03.md

1.1 KiB

ତାଡି ବିହିନ ତିଆରି କଲେ 

ତାଡୀ ଏହା ଅଟେ ଯାହା ରୋଟୀ ସହିତ ମିଶ୍ରିତ କରାଯାଏ ଯେପରି ଦଳା ହୋଇଥିବାରୁ ବିସ୍ତାରିତ କରେ ଏବଂ ଏହା ରୋଟୀକୁ ମଧ୍ୟ ବଡ କରିଥାଏ ଯେତେବେଳେ ଏହାକୁ ସେକାଯାଏ । ଏହାକୁ ଏପରି ଅନୁବାଦ କରାଯାଇପାରେ, "କୌଣସୀ ଜିନିଷ ବିନା ତିଆରି କରିବା ଯାହା ତାହାକୁ ବାଦ୍ କରିବ"। ତାଡି ସହିତ ତିଆରି ରୋଟି ଅଧିକ ସମୟ ଅତିକ୍ରମ ହୋଇଥାନ୍ତା, ତେଣୁ ତାଡି ବିନା ରୋଟି ତିଆରି କରିବା ଶୀଘ୍ର ମିସରକୁ ଛାଡିବା ପାଇଁ ଏକ ଉପାୟ ଥିଲା

ଯେତେବେଳେ ସେମାନେ ଖାଇଲେ 

ଏହାର ଅର୍ଥ, ସେମାନେ ଖାଇବା ପୁର୍ବରୁ ପ୍ରସ୍ଥାନ କରିବାର ଆବଶ୍ୟକ ଥିଲା