or_obs-tn/content/07/05.md

1.0 KiB

ଜ୍ୟୋଷ୍ଠ ପୁତ୍ର ଭାବରେ ଅଧିକାରଗୁଡିକ

ଯାକୁବ ପିତାଙ୍କ ସମ୍ପତ୍ତିର ଅଂଶର ଅଧିକାଂଶ ପାଇବା ନିମନ୍ତେ ଏକ ଉପାୟ ପାଇଲେ ଯାହା ଜ୍ୟୋଷ୍ଠ ପୁତ୍ର ଭାବରେ ଏଷୌଙ୍କ ନିକଟକୁ ଯିବା ଉଚିତ ଥିଲା । 07-02 ରେ ଥିବା ଟୀପ୍ପଣୀକୁ ମଧ୍ୟ ଦେଖନ୍ତୁ ।

ତାହାଙ୍କ ଆଶୀର୍ବାଦ

ଇସ୍‍ହାକ ଏଷୌଙ୍କୁ ଯେଉଁ ଅତିରିକ୍ତ ଉନ୍ନତିର ପ୍ରତିଜ୍ଞା ଦେବାର ଉଦ୍ଦେଶ୍ୟ ରଖିଥିଲେ ତାହା ଯେପରି ସେ ଯାକୁବଙ୍କୁ ଦେବେ ସେଥିପାଇଁ ସେ ତାହାଙ୍କୁ କୌଶଳ କରି ହାତେଇଲେ । 07-03 ରେ ଥିବା ଟୀପ୍ପଣୀକୁ ମଧ୍ୟ ଦେଖନ୍ତୁ ।