or_obs-tn/content/07/02.md

1.2 KiB

ମୋତେ କିଛି ଖାଦ୍ୟ ଦିଅ; ତୁମ୍ଭର ଅଧିକାର ମୋତେ ଦିଅ

କିଛି ଭାଷା ଏଠାରେ “ଦିଅ” ଶବ୍ଦ ନିମନ୍ତେ ଦୁଇଟି ଭିନ୍ନ ଭିନ୍ନ ଶବ୍ଦ ବ୍ୟବହାର କରିବାକୁ ପସନ୍ଦ କରିପାରେ । ଏହାକୁ ନିମ୍ନ ବାକ୍ୟାଂଶକୁ ପ୍ରଯୁଜ୍ୟ ହୋଇପାରେ: “ଏଷୌ ଦେଲେ”, “ଯାକୁବ ଦେଲେ” ଶେଷର ଦୁଇ ବାକ୍ୟରେ।

ଜ୍ୟେଷ୍ଠ ପୁତ୍ର ଭାବରେ ଥିବା ଅଧିକାରଗୁଡିକ

ସେମାନଙ୍କ ପ୍ରଥା ଅନୁଯାୟୀ, ଏଷୌ ଜ୍ୟୋଷ୍ଠ ପୁତ୍ର ହୋଇଥିବାରୁ, ସେମାନଙ୍କ ପିତାଙ୍କ ମୃତ୍ୟୁ ପରେ ସେ ସେମାନଙ୍କ ପିତାଙ୍କ ସମ୍ପଦର ଦୁଇଗୁଣ ପାଇବା କଥା । ଯାକୁବ ଏଷୌଙ୍କଠାରୁ ଜ୍ୟୋଷ୍ଠ ପୁତ୍ର ଭାବରେ ତାଙ୍କ ଅଧିକାର ନେବା ପାଇଁ ଏକ ଉପାୟ ବିଷୟରେ ଚିନ୍ତା କଲେ ।