or_obs-tn/content/07/03.md

1.9 KiB

ତାହାଙ୍କ ଆଶୀର୍ବାଦ ଦେବା

ସନ୍ତାନସନ୍ତତିମାନଙ୍କୁ ଉତ୍ତମ ବିଷୟ ଘଟିବା ବିଷୟରେ ପିତାମାନେ ସେମାନଙ୍କର ଇଛାକୁ ପ୍ରକାଶ କରିବା ଏକ ପ୍ରଥା ଥିଲା । ସାଧାରଣତଃ ଜ୍ୟୋଷ୍ଠ ପୁତ୍ର ସର୍ବୋତ୍ତମ ପ୍ରତିଜ୍ଞା ପ୍ରାପ୍ତ ହେଉଥିଲେ । ଇସାହାକ ଏଷୌଙ୍କ ପ୍ରତି ଅତିରିକ୍ତ ଉନ୍ନତି ଘଟିବା ଚାହୁଁଥିଲେ ।

ତାହାଙ୍କୁ କୌଶଳ କରି ପ୍ରତାରିତ କଲେ

“କୌଶଳ”ର ଅର୍ଥ କିଛି ବିଷୟ କରିବା ନିମନ୍ତେ ଜାଣିଶୁଣି କୌଣସି ବ୍ୟକ୍ତିଙ୍କୁ ପ୍ରତାରିତ କରିବା । ଏଷୌଙ୍କୁ ବିଶେଷ ଆଶୀର୍ବାଦ ଦେବା ପରିବର୍ତ୍ତେ ଯାକୁବଙ୍କୁ ସେହି ଆଶୀର୍ବାଦ ଦେବା ନିମନ୍ତେ ଇସ୍‍ହାକଙ୍କୁ ପ୍ରତାରଣା କରିବା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରି ରିବିକା ଆସିଲେ।

ଛଳନା କରିବା

“ଛଳନା” ଶବ୍ଦର ଅର୍ଥ ଦେଖାଏ ଯେ ଯାକୁବ ତାହାଙ୍କ ପିତା (ଯାହାଙ୍କର ବୃଦ୍ଧ ବୟସ ଯୋଗୁଁ ଦୃଷ୍ଟିଶକ୍ତି କମ୍ ହୋଇଯାଇଥିଲା)ଙ୍କୁ ପ୍ରତାରଣା କରିବେ ।

ଛେଳି ଚର୍ମ ବା ଲୋମ

ଯାକୁବଙ୍କ କେଶଯୁକ୍ତ ଛେଳି ଚର୍ମ ତାହାଙ୍କ ପିତାଙ୍କୁ ଏଷୌଙ୍କ ଭ୍ରମ ସୃଷ୍ଟି କରିବ ।