or_tw/bible/other/yeast.md

33 lines
4.6 KiB
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଖମୀର, ଖମୀରମୟ, ଖମୀରଶୂନ୍ୟ
## ପରିଭାଷା:
“ଖମୀର” ସାଧାରଣ ଏକ ଶବ୍ଦ ଅଟେ ଏହାକୁ ଅଟାକୁ ଫୁଲାଏ I “ଖମୀର” ଏକ ବିଶେଷ ପ୍ରକାରର ଖମୀର ଅଟେ I
* କେତେକ ଇଂରାଜୀ ଅନୁବାଦରେ, ଖମୀରକୁ “ଖମୀର” ଭାବରେ ଅନୁବାଦ କରାଯାଇଅଛି, ଏହା ରୁଟିକୁ ବାଷ୍ପରେ ଫୁଲାଏ, ଏହାକୁ ପ୍ରସ୍ତୁତ କରିବା ପୂର୍ବରୁ ଏହା ଅଟାକୁ ଫୁଲାଏ I “ଖମୀରକୁ” ଅଟାରେ ଦଳାଯାଏ ଯାହା ଦ୍ୱାରା ସମ୍ପୂର୍ଣ୍ଣ ଅଟାରେ ମିଶିଯାଇ ଏହାକୁ ଫୁଲାଏ I
* ପୁରାତନ ନିୟମ  ସମୟରେ, ଅଟାକୁ ଖମୀର କରିବା ଓ ଫୁଲାଇବାକୁ କିଛି ସମୟଯାଏ ଏହାକୁ ରଖା ଯାଉଥିଲା I ପୂର୍ବରୁ ବ୍ୟବହାର କରା ଯାଇଥିବା ଦଳା ଯାଇଥିବା ଅଟାରଖି ବର୍ତ୍ତମାନ ଅଟା ସହ ମିଳାଇ ତାହାକୁ ଖମୀରଯୁକ୍ତ କରାଯାଉଥିଲା I
* ଯେତେବେଳେ ଇସ୍ରାଏଲ ଲୋକମାନେ ମିସରରୁ ବାହାରି ଆସିଲେ, ସେମାନଙ୍କ ପାଖରେ ରୁଟି ଫୁଲିବାକୁ ଅପେକ୍ଷା କରିବାକୁ ସମୟ ନଥିଲା, ତେଣୁ ସେମାନେ ଯାତ୍ରା ସମୟରେ ଖମୀରଶୂନ୍ୟ ରୁଟି ତିଆରି କଲେ I ଏହାକୁ ସ୍ମରଣକରିବାକୁ, ପ୍ରତିବର୍ଷ ଯିହୁଦୀଲୋକମାନେ ଖମୀରଶୂନ୍ୟ ରୁଟି ଖାଇ ନିସ୍ତାରପର୍ବ ପାଳନ କରନ୍ତି I
* “ଖମୀର” ଶବ୍ଦକୁ ସାଙ୍କେତିକ ରୂପରେ ବାଇବେଲରେ ବ୍ୟବହାର କରାଯାଇଅଛି, ଏହା ଜଣେ ବ୍ୟକ୍ତିର ଜୀବନରେ ପାପ କିପରି ବ୍ୟାପ୍ତ ହୁଏ ଓ କିପରି ଅନ୍ୟ ଲୋକଙ୍କ ଜୀବନରେ ପ୍ରଭାବିତ କରେ   I
* ଏହା ଭଣ୍ଡଶିକ୍ଷାକୁ ମଧ୍ୟ ବୁଝାଏ ଯାହା ଅଧିକାଂଶ ସମୟରେ ଅନେକ ଲୋକର ଜୀବନରେ ପ୍ରଭାବିତ କରେ I
* “ଖମୀର” ଶବ୍ଦ ସାକାରାତ୍ମକ ରୂପରେ ମଧ୍ୟ ବ୍ୟାଖ୍ୟା କରାଯାଇଅଛି ଯାହା ଈଶ୍ଵରଙ୍କର ରାଜ୍ୟ ଲୋକମାନଙ୍କର ଜୀବନରେ ପ୍ରବେଶ କରେ ଓ ବ୍ୟକ୍ତିରୁ ବ୍ୟକ୍ତିକୁ ବ୍ୟାପ୍ତ ହୁଏ I
## ଅନୁବାଦ ପ୍ରସ୍ତାବଗୁଡ଼ିକ:
* ଏହାକୁ “ଖମୀର” କିମ୍ବା  “ଦ୍ରବ୍ୟ ଯାହା ଅଟାକୁ ଫୁଲାଏ“ କିମ୍ବା  “ବିସ୍ତାର କରୁଥିବା ଦ୍ରବ୍ୟ” ଭାବେ ଅନୁବାଦ କରାଯାଇପାରେ I “ଫୁଲାଇବା“ଶବ୍ଦକୁ “ବ୍ୟାପ୍ତ କରାଇବା “କିମ୍ବା  “ବଡ଼କରିବା” କିମ୍ବା  “ଫୁଲିବା“ ବୋଲି ଅନୁବାଦ କରାଯାଇପାରେ I
* ଯଦି ସ୍ଥାନୀୟ ଭାଷାରେ ଖମୀର ଅଟାକୁ ଫୁଳାଇବା ପାଇଁ  ବ୍ୟବହାର କରାଯାଏ ତେବେ ସେହି ଶବ୍ଦକୁ ବ୍ୟବହାର କରନ୍ତୁ I ଯଦି ଖମୀର ପାଇଁ ସ୍ଥାନୀୟ ଭାଷାରେ ଶବ୍ଦ ଅଛି ତେବେ ସେହି ଶବ୍ଦକୁ ବ୍ୟବହାର କରନ୍ତୁ I
([ମିସର](../names/egypt.md), [ନିସ୍ତାରପର୍ବ](../kt/passover.md), [ଖମୀରଶୂନ୍ୟ ରୁଟି](../kt/unleavenedbread.md): ଦେଖନ୍ତୁ)
## ବାଇବେଲ ପଦପର୍ବ:
* [ଯାତ୍ରାପୁସ୍ତକ 12:8](rc://*/tn/help/exo/12/05)
* [ଗାଲାତୀୟ 5:9-10](rc://*/tn/help/gal/05/09)
* [ଲୂକ 12:1](rc://*/tn/help/luk/12/01)
* [ଲୂକ 13: 21](rc://*/tn/help/luk/13/20)
* [ମାଥିଉ 13:33](rc://*/tn/help/mat/13/33)
* [ମାଥିଉ 16: 8](rc://*/tn/help/mat/16/05)
## ଶବ୍ଦବିନ୍ୟାସ:
* Strongs: H2556, H2557, H4682, H7603, G01060, G22190, G22200