or_tw/bible/other/winepress.md

2.2 KiB
Raw Permalink Blame History

ଅଂଗୁର ମନ୍ଥିବା ଯନ୍ତ୍ର

ସଂଜ୍ଞା:

ବାଇବଲ ସମୟରେ, “ଅଂଗୁର ମନ୍ଥିବା ଯନ୍ତ୍ର” ଏକ ବଡ଼ ଧାରକ ବାକ୍ସ ଅଟେ କିଅବା ଏକ ଖୋଲା ସ୍ଥାନ ଯେଉଁଠାରେ ଅଂଗୁର ରସ ରଖାଯାଏ କି ଦ୍ରକ୍ଷାରସ ବନାଈ ଯାଇପାରେ I

  • ଇସ୍ରାଏଲରେ ଅଂଗୁର ମନ୍ଥିବା ଯନ୍ତ୍ର ସାଧାରଣ ଭାବରେ ବଡ଼ ଓ ଚୌଡା ପାତ୍ର ଅଟେ ଯାହାକୁ ଏକ ବଡ଼ ପଥର କାଟି ନିର୍ମାଣ କରାଯାଏ I

ଅଂଗୁର ଗୁଚ୍ଛ ସବୁ ଖୋଲା ତଳରେ ପକାନ୍ତି ଓ ଲୋକମାନେ ସେହି ସବୁକୁ ପାଦରେ ଦଲାନ୍ତି କି ଅଂଗୁର ରସ ବହିଯାଏ I

  • ସାଧାରଣ ଭାବରେ ଅଂଗୁର ମନ୍ଥିବା ଯନ୍ତ୍ର ଦୁଇଟି ସ୍ଥର ଅଛି କି ଉପର ସ୍ଥରରେ ଅଂଗୁର କୁ ଦଳାଯାଏ ଯାହା ଦ୍ୱାରା ରସ ତଳ ସ୍ଥର କୁ ବହି ଆସେ ଯେଉଁଠାରୁ ଲୋକମାନେ ଏହାକୁ ସଂଗ୍ରହ କରି ପାରନ୍ତି I
  • “ଅଂଗୁର ମନ୍ଥିବା ଯନ୍ତ୍ର” ସାଙ୍କେତିକ ରୂପରେ ପରମେଶ୍ୱରଙ୍କର କ୍ରୋଧ ଦୁଷ୍ଟ ଲୋକ ଉପରେ ଢାଳି ଦେବାକୁ ଚିତ୍ରିତ କରେ I

(ଦେଖନ୍ତୁ: ରୁପକ)

(ଆହୁରି ଦେଖନ୍ତୁ: ଅଂଗୁର,କ୍ରୋଧ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1660, H3342, H6333, G3025, G5276