or_tw/bible/other/veil.md

3.1 KiB
Raw Permalink Blame History

ପରଦା, ପରଦା ସକଳ, ଆବୃତ, ଅନାବୃତ

ସଂଜ୍ଞା:

“ପରଦା” ସାଧାରଣ ଭାବରେ ଏକ ଲୁଗାର ର ଖଣ୍ଡକୁ ଦେଖାଏ ଯାହା ମସ୍ତକ ଆବୃତ କରିବା ନିମନ୍ତେ ବ୍ୟବହାର କରାଯାଏ, ମସ୍ତକ ଓ ମୁଖ ଆବୃତ ଏପରି କରାଯାଏ କି କିଛି ଦେଖାଯାଏ ନାହିଁ I

  • ପରମେଶ୍ୱରଙ୍କର ଉପସ୍ଥିତିରୁ ଆସିଲା ପରେ ମୋଶା ନିଜ ମୁଖ ମଣ୍ଡଳ ଆଚ୍ଛାଦନ କରୁଥିଲେ କି ଯେପରି ତାହାଙ୍କ ମୁଖରୁ ଆସୁ ଥିବା ଚମକ ଲୋକଙ୍କଠାରୁ ଦୁରେ ରହେ I
  • ବାଇବଲରେ, ସ୍ତ୍ରୀମାନେ ପରଦା ଦ୍ୱାରା ନିଜ ମସ୍ତକ ଆଚ୍ଛାଦନ କରନ୍ତି, ଅଧିକାଂଶ ସମୟରେ ଲୋକ ସମୁହ ମଧ୍ୟରେ ଓ ପୁରୁଷ ଲୋକ ମଧ୍ୟରେ ନିଜର ମୁଖ ଆଚ୍ଛାଦନ କରନ୍ତି I

“ପରଦା” କୁ କ୍ରିୟା ରୂପରେ ବ୍ୟବହାର କଲେ ଆଚ୍ଛାଦନ କରିବାକୁ ହୁଏ I

  • କେତେକ ଇଂରାଜୀ ଅନୁବାଦରେ, “ପରଦା” ଶବ୍ଦ ଏକ ମୋଟା ପରଦା ମହା ପବିତ୍ର ସ୍ଥାନକୁ ପ୍ରବେଶ କରିବା ପ୍ରବେଶ ପଥରେ ଅଛି ଯାହା ମହା ପବିତ୍ର ସ୍ଥାନ କୁ ଆଚ୍ଛାଦନ କରେ I

କିନ୍ତୁ “ପରଦା” ସେହି ପୃଷ୍ଠଭୂମିରେ ଉତ୍ତମ ଶବ୍ଦ ଅଟେ କାରଣ ତାହା, ଓଜନ, ମୋଟ ଏକ ଲୁଗାର ଅଂଶ କୁ ଦର୍ଶାଏ I

ଅନୁବାଦ ପ୍ରସ୍ତାବ:

  • “ପରଦା” ଶବ୍ଦକୁ “ପତଳା ଲୁଗା ଆବୃତ” କିଅବା “ଲୁଗା ଆଚ୍ଛାଦନ” କିଅବା “ମସ୍ତକ ଆଚ୍ଛାଦନ” ରୂପରେ ଅନୁବାଦ କରାଯାଇପାରେ I
  • କେତେ ସାସ୍କୃତିରେ ସ୍ତ୍ରୀ ଲୋକମାନଙ୍କ ନିମନ୍ତେ “ପରଦା” ପାଇଁ ଅଲଗା ଶବ୍ଦ ବ୍ୟବହାର କରା ଯାଉଥିବ I

ମୋଶା ନିମନ୍ତେ ଯେଉଁ ଶବ୍ଦ ବ୍ୟବହାର କରାଯାଇଅଛି ତାହା ସମ୍ପୂର୍ଣ୍ଣ ଅଲଗା ହୋଇପାରେ I

(ଆହୁରି ଦେଖନ୍ତୁ: ମୋଶା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H7289, G2665