or_tw/bible/other/stiffnecked.md

3.1 KiB

ଉଦ୍ଧତ, ଶକ୍ତଗ୍ରୀଵ, ଅବାଧ୍ୟ ଭାବେ, ଅବାଧ୍ୟତା

ସଂଜ୍ଞା:

“ଉଦ୍ଧତ” ଗୋଟିଏ ଲୋକଭାଷା ବାଇବଲରେ ବ୍ୟବହାର ହୋଇଛି ଲୋକମାନେ ଯିଏ ପରମଶ୍ୱରଙ୍କର ଅବାଧ୍ୟ ହୋଇ ସ୍ୱୀକାରକରିବାକୁ ରାଜି ହୁଅନ୍ତି ନାହିଁ ସେହିପରି ଲୋକମାନେ ଅତି ଗର୍ବୀ ଏବଂ ପରମେଶ୍ୱରଙ୍କ ଅଧିନସ୍ଥ ହୁଅନ୍ତି ନାହିଁ

  • ସାଦୃଶ୍ୟ, “ଉଦ୍ଧତ” ଜଣେ ବ୍ୟକ୍ତିଙ୍କୁ ବର୍ଣ୍ଣନା କରେ ଯିଏ ନିଜର ମନ କିମ୍ୱା କାର୍ଯ୍ୟ ପରିବର୍ତ୍ତନ କରେ ନାହିଁ ଏପରିକି କରିବା ପାଇଁ ଅନୁରୋଧ କଲେ ବୀ ମଧ୍ୟ

ଶକ୍ତ ଗ୍ରୀଵ ଲୋକ ଉତ୍ତମ ଉପଦେଶମାନିବା ନାହିଁ କିମ୍ୱା ଅନ୍ୟମାନେ ସେମାନଙ୍କୁ ଯେଉଁ ସଚେତନ କରନ୍ତି

  • ପୁରାତନ ନିୟମରେ ଇସ୍ରାଏଲ ସନ୍ତାନଗଣ କୁ “ଶକ୍ତଗ୍ରୀଵା” ଲୋକ ପରି ବର୍ଣ୍ଣନା କରାଯାଇଛି ଯେହେତୁ ସେମାନେ ପରେମଶ୍ୱରଙ୍କ ଭାବବାଦୀମାନଙ୍କର ସମ୍ୱାଦ ଶୁଣିଲେ ନାହିଁ ଯାହା ଦ୍ୱାରା ସେମାନେ ଅନୁତାପ କରି ଯିହୋଵାଙ୍କ ନିକଟକୁ ଫେରିଲେ ନାହିଁ
  • ଯଦି ଜଣକର ବେକ “ଶକ୍ତ” ହୁଏ ତାହା ଆଉ ସହଜରେ ବଙ୍କେଇ ହେବ ନାହିଁ

ଭବିଷ୍ୟତବକ୍ତାଙ୍କ ଭାଷାରେ ହୁଏତ ଅନ୍ୟ ଲୋକଭାଷା ଥାଇପାରେ ଯାହା ଯୋଗାଯୋଗ କରେ ଯେ ଜଣେ ବ୍ୟକ୍ତି “ବଙ୍କେଇ ହେବ ନାହିଁ” ଏଣୁ ସେ ତାହାର ପଥ ରୁ ଓହରିବ ନାହିଁ

  • ଅନ୍ୟଭାବେ ଲୋକଭାଷାକୁ ଅନୁବାଦ ହେବ ଯଥା “ଗର୍ବରେ ଶକ୍ତ ଗ୍ରୀଵ” କିମ୍ୱା “ହସ୍ଥାନ୍ତର ଓ ଜିଦଖୋର” କିମ୍ୱା “ପରିବର୍ତ୍ତନ କୁ ଅଗ୍ରାହ୍ୟ” କରିବା

(ଦେଖ: ହସ୍ଥାନ୍ତର, ଗର୍ବ, ଅନୁତାପ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H47, H3513, H5637, H6203, H6484, H7185, H7186, H7190, H8307, G483, G4644, G4645