or_tw/bible/other/spear.md

2.4 KiB
Raw Permalink Blame History

ବର୍ଚ୍ଛା, ବର୍ଚ୍ଛା ଗୁଡିକ, ବର୍ଚ୍ଛାଘାତ କାରୀ

ସଂଜ୍ଞା:

ବର୍ଚ୍ଛା ଏକ ଅସ୍ତ୍ର ଏକ ଲମ୍ବା କାଠରେ ନିର୍ମିତ ମୁଠା ଏବଂ ଧାରୁଆ ଧାତୁରେ ଧାର ଗୋଟିଏ ଅଂଶରେ ଯାହାକୁ ଦୁର କୁ ଫିଙ୍ଗି ହେବ

  • ବାଇବଲ ସମୟରେ ବର୍ଚ୍ଛା ଗୁଡିକ ସାଧାରଣ ଭାବେ ଯୁଦ୍ଧରେ ବ୍ୟବହାର କରାଯାଏ

ବର୍ତ୍ତମାନ ସମୟରେ ଗଣ୍ଡଗୋଳ କରୁଥିବା କିଛି ଲୋକଦଳ ମଧ୍ୟରେ ବ୍ୟବହାର ହେଉଛି

  • ରୋମୀୟ ସୈନିକମାନେ ଯୀଶୁଙ୍କ ବକ୍ଷ ଦେଶ କୁ ବର୍ଚ୍ଛାରେ ମାରିଥିଲେ ଯେତେବେଳେ ସେ କ୍ରୁଶରେ ଝୁଲା ଯାଇଥିଲେ
  • ବେଳେବେଳେ ଲୋକ ମାଛ କିମ୍ୱା ଅନ୍ୟାନ୍ୟ ସୁସ୍ୱାଦୁ ପଦାର୍ଥ ଖାଇବାକୁ ବର୍ଚ୍ଛା ଫୋପାଡି ଶିକାର କରନ୍ତି
  • ସେହିପରି ଅସ୍ତ୍ର ହେଉଛି “ଜାଭେଲିନ୍” କିମ୍ୱା “ଭାଲା”
  • “ବର୍ଚ୍ଛା ର” ଅନୁବାଦ “ଖଣ୍ଡା”ଠାରୁ ଭିନ୍ନ ଅଟେ, ଏହା ଏକ ଅସ୍ତ୍ର ଯେଉଁଠି ବଳ କିମ୍ୱା ଛୁରା ମାଡ କିନ୍ତୁ ଫିଙ୍ଗିବା ନୁହେଁ

ମଧ୍ୟ, ଗୋଟିଏ ଖଣ୍ଡାରେ ଲମ୍ବା ଧାର ସହିତ ମୁଠା ଥାଏ ପରନ୍ତୁ ବର୍ଚ୍ଛାରେ ଲମ୍ବା ଅଗ୍ର ଭାବରେ ତୀର ପରି ସରୁ ଧାର ଥାଏ

(ଦେଖ: ଶିକାର, ରୋମ, ଖଣ୍ଡା, ଯୋଦ୍ଧା)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H1265, H2595, H3591, H6767, H7013, H7420, G3057