or_tw/bible/other/snow.md

3.1 KiB

ବରଫ, ବରଫାଛର୍ଣ୍ଣ, ହିମ

ଘଟଣାବଳି:

“ହିମ” ଶବ୍ଦ ପାଣି ଉପରେ ପଡିଥିବା ଧଳା ରଙ୍ଗର ପରଦା ପରି ଯାହା ବାଦଲ ଉପରେ ପଡି ଯେଉଁ ଅଞ୍ଚଳ ଗୁଡିକରେ ଥଣ୍ଡା ତାପମାତ୍ରା ଥାଏ

  • ଇସ୍ରାଏଲ ସବୁଠାରୁ ଉଚ୍ଚ ସ୍ଥାନରେ ବରଫ ବର୍ଷା ହୁଏ କିନ୍ତୁ ଭୂମିରେ ଏହା ବେଶୀ ସମୟ ବାସ୍ପରେ ପରିଣତ ହେବା ପାଇଁ ନିଏ ନାହିଁ

ପର୍ବତ ଗୁଡିକର ଅଗ୍ର ଭାଗରେ ବରଫ ଗୁଡିକ ବସ୍ପରେ ପରିଣତ ହେବାପାଇଁ ସମୟ ଲାଗେ ବାଇବଲରେ ଗୋଟିଏ ଏହିପରି ସ୍ଥାନର ଉଦାହରଣ ଅଛି ତାହା ହେଉଛି ଲିବାନୋନ ପର୍ବତ

  • ଯାହାର ସଦାବେଳେ ରଙ୍ଗ ଅତ୍ୟଧିକ ଧଳା ତାହା ବରଫ ରଙ୍ଗ ସହିତ ତୁଳନା କରାଯାଏ

ଉଦାହରଣ, ପ୍ରକାଶିତ ବାକ୍ୟରେ ଯୀଶୁଙ୍କ ପୋଷାକ ଏବଂ ମୁଣ୍ଡର ବାଳ କୁ ବର୍ଣ୍ଣନା କରାଯାଇଛି “ବରଫ ପରି ସ୍ୱଚ୍ଛ”

  • ବରଫର ଧବଳ ଅଂଶ ପବିତ୍ର ଓ ଶୁଚୀକୃତର ପ୍ରତିବିମ୍ୱ ଅଟେ

ଉଦାହରଣ, ଉକ୍ତି ଯାହା ଏପରି କହେ ଆମର “ପାପ ବରଫାଛନ୍ନ ହେଲେ” ଅର୍ଥ ତାହାକୁ ପରମେଶ୍ୱର ସମ୍ପୂର୍ଣ୍ଣ୍ଣ ରୂପରେ ତାଙ୍କର ଲୋକମାନଙ୍କୁ ସେମାନଙ୍କର ପାପରୁ ପରିଷ୍କାର କରନ୍ତି

  • କିଛି ଭାଷାରେ ଏହା ବରଫ “ତୁଷାର ବର୍ଷା” କିମ୍ୱା “ବରଫ ସୁକ୍ଷ୍ମ ଖଣ୍ଡ” କିମ୍ୱା “ସୁକ୍ଷ୍ମ ଖଣ୍ଡର ବର୍ଷା” ବୁଝାଇଥାଏ
  • “ବରଫ ପାଣି” ଦର୍ଶାଏ ଯେ ଯେଉଁ ପାଣି ବାସ୍ପିତ ହୋଇଥିବା ବରଫ ରୁ ଅଣା ଯାଇଥାଏ

(ଦେଖ: ଅଜଣା କୁ କିପରି ଅନୁବାଦ କରିବେ)

(ଅନୁବାଦ ପ୍ରସ୍ତାବ: ନାମ ଗୁଡିକର ଅନୁବାଦ)

(ଦେଖ ମଧ୍ୟ: ଲିବାନୋନ, ପବିତ୍ର)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H7949, H7950, H8517, G5510