or_tw/bible/names/lebanon.md

2.2 KiB
Raw Permalink Blame History

ଲେବାନନ

ତଥ୍ୟ:

ଲେବାନନ ଏକ ସୁନ୍ଦର୍ ପର୍ୱାତ ଅଞ୍ଚଳ ଭୁମଧ୍ୟ ସାଗରର ତଟରେ ଓ ଇସ୍ରାଏଲ ର ଉତ୍ତରରେ ଅବସ୍ଥିତ ଅଟେ I ବାଇବଲ ସମୟରେ ଏହି ଅଞ୍ଚଳ ଘନ ଫିର୍ କାଠରେ ଭର୍ତୀଥିଲା ଯେପରି କି ଦେବଦାରୁ ଗଚ୍ଛ ଓ ସଇପ୍ରେସ ଗଛାମାନଥିଲା I

  • ରାଜା ସଲମନ ଲେବାନନ କୁ ଶ୍ରମିକ ପଠାଇଥିଲେ କି ଦେବଦାରୁ ଗଛର କାଠ ଆଣିବେ ଯାହା ପରମେଶ୍ୱରଙ୍କର ମନ୍ଦିର ନିର୍ମାଣରେ କାମରେ ଆସିଵ I
  • ପୁରାତନ ଲେବାନନରେ ଫନିସିୟ ଲୋକମାନେ ବାସ କରୁଥିଲେ, ଯେଉଁମାନେ ଜଳ ଜାହାଜ ନିର୍ମାଣ କରିବାରେ ନିପୁଣଥିଲେ ଯାହା ଏକ ସଫଳ ବ୍ୟବସାୟ ଉଦ୍ୟୋଗ ରୂପରେ ବ୍ୟବହୃତ ହେଉଥିଲା I
  • ତଇଆର ଓ ସିଦୋନ ସହର ଲେବାନନରେ ଅବସ୍ଥିତଥିଲେ I

ଏହା ସେହି ସହର ଯେଉଁଠାରେ ମୁଲୟବାନ ବାଇଗଣୀ ଡାଇ ପ୍ରଥମେ ବ୍ୟବହାର କରା ଗଲା I

(ଅନୁବାଦ ପ୍ରସ୍ତାବ: ନାମ କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଦେବଦାରୁ, ସଇପ୍ରେସ, ଫିରୀ, ଫେନିସିୟ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H3844