or_tw/bible/other/push.md

2.3 KiB

ଠେଲିବା, ଠେଲାଯାଇଥିବା, ଠେଲିବା

ସଂଜ୍ଞା:

“ଠେଲିବା” ପ୍ରତିଶବ୍ଦ ଆକ୍ଷରିକ ଭାବରେ ବଳ ପ୍ରୟୋଗ ଦ୍ୱାରା ଶାରୀରିକ ଭାବରେ କୌଣସି ବିଷୟକୁ ଗତିଶୀଳ କରିବା ବା ଘୁଞ୍ଚାଇବା ଅଟେ I ଏହି ପ୍ରତିଶବ୍ଦର ଅନେକଗୁଡିଏ ଆଳଙ୍କାରିକ ଅର୍ଥଗୁଡିକ ରହିଛି I

  • “ଠେଲି ଦୂରେଇ ଦେବା” କହିବା ଭାବର ଅର୍ଥ “ପ୍ରତ୍ୟାଖ୍ୟାନ କରିବା” ବା “ସାହାଯ୍ୟ କରିବା ନିମନ୍ତେ ମନା କରିବା” ହୋଇପାରେ I
    • “ଠେଲି ପକାଇ ଦେବା” କହିଲେ ତାହାର ଅର୍ଥ “ଅତ୍ୟାଚାର କରିବା” ବା “ପରାସ୍ତ କରିବା” ହୋଇପାରେ I

ଏହାର ଅର୍ଥ ମଧ୍ୟ ଆକ୍ଷରିକ ଭାବରେ ଜଣକୁ ତଳେ ଭୂମିରେ ଠେଲି ପକାଇ ଦେବା ହୋଇପାରେ I

  • “ଜଣକୁ ଠେଲି ବାହାର କରିଦେବା” ଅର୍ଥ “ତାହାଠାରୁ ତ୍ରାହି ବା ରକ୍ଷା ପାଇବା” ବା ସେହି ବ୍ୟକ୍ତିକୁ “ବିଦାୟ କରିଦେବା” ଅଟେ I
  • “ଆଗକୁ ଠେଲିବା” ଅଭିବ୍ୟକ୍ତିର ଅର୍ଥ, କୌଣସି ବିଷୟକୁ ସଂରକ୍ଷିତ କରିବା ବା କୌଣସି ବିଷୟକୁ ସଠିକ୍ କି ନିରାପଦ ବୋଲି ନିଶ୍ଚିତଭାବରେ ନ ଜାଣି ସୁଦ୍ଧା ତାହାକୁ କାର୍ଯ୍ୟକାରୀ କରିବାରେ ଜାରି ରଖିବା ଅଟେ I

(ଆହୁରି ମଧ୍ୟ ଦେଖ: ଅତ୍ୟାଚାର ବା ତାଡ଼ନା କରିବା, ତାଡନା କରିବା, ପ୍ରତ୍ୟାଖ୍ୟାନ)

ବାଇବଲ ପଦଗୁଡିକ:

ବୋର୍ଡ ଡାଟା :

  • Strong's: H1556, H1760, H3276, H3423, H5055, H5056, H5186, H8804, G683, G4261