or_tw/bible/other/proverb.md

2.3 KiB
Raw Permalink Blame History

ହିତୋପଦେଶ

ପରିଭାଷା:

ହିତୋପଦେଶ ଏକ କ୍ଷୁଦ୍ର ଉକ୍ତି ଅଟେ ଯାହା ଜ୍ଞାନ ବା ସତ୍ୟ ପ୍ରକାଶ କରିଥାଏ I

  • ହିତୋପଦେଶଗୁଡ଼ିକ ଶକ୍ତିଯୁକ୍ତ ଅଟେ କାରଣ ସେଗୁଡ଼ିକ ସ୍ମରଣରେ ରଖିବା ଏବଂ ପୂନରାବୃତ୍ତି କରିବା ସହଜ ଅଟେ I
  • ଅନେକ ସମୟରେ ଏକ ହିତୋପଦେଶ ଦୈନନ୍ଦିନ ଜୀବନର ବ୍ୟବହାରିକ ଉଦାହରଣଗୁଡ଼ିକ ଅନ୍ତର୍ଭୁକ୍ତ କରିଥାଏ I
  • କେତେକ ହିତୋପଦେଶଗୁଡ଼ିକ ଅତି ସ୍ପଷ୍ଟ ଏବଂ ସିଧାସଳଖ ଅଟେ, ଅଥଚ ଅନ୍ୟାନ୍ୟ ହିତୋପଦେଶଗୁଡ଼ିକ ବୁଝିବା ନିମନ୍ତେ ଅଧିକ କଷ୍ଟକର ଅଟେ I
  • ରାଜା ଶଲୋମନ ଆପଣା ଜ୍ଞାନ ହେତୁ ସୁପରିଚିତ ଥିଲେ ଏବଂ ସେ ୧, ରୁ ଊର୍ଦ୍ଧ୍ୱ ହିତୋପଦେଶଗୁଡ଼ିକ ଲେଖିଥିଲେ I
  • ଯୀଶୁ ଅନେକ ସମୟରେ ଲୋକମାନଙ୍କୁ ଶିକ୍ଷା ଦେବା ନିମନ୍ତେ ହିତୋପଦେଶଗୁଡ଼ିକ କିମ୍ୱା ଦୃଷ୍ଟାନ୍ତଗୁଡ଼ିକ ବ୍ୟବହାର କଲେ I
  • “ହିତୋପଦେଶକୁ” ଶବ୍ଦକୁ “ଜ୍ଞାନୀ କଥା” କିମ୍ବା “ସତ୍ୟ ବାକ୍ୟ” ବୋଲି ଅନୁବାଦ କରାଯାଇପାରେ I

(ଦେଖନ୍ତୁ:ଶଲୋମନସତ୍ୟଜ୍ଞାନୀ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H2420, H4911, H4912, G38500, G39420