or_tw/bible/other/mealoffering.md

1.5 KiB
Raw Permalink Blame History

ଶସ୍ୟ ନୈବେଦ୍ୟ, ଶସ୍ୟ ନୈବେଦ୍ୟମାନ, ଭକ୍ଷ ନୈବେଦ୍ୟ

ସଂଜ୍ଞା:

“ଶସ୍ୟ ନୈବେଦ୍ୟ” ଓ “ଭକ୍ଷ ନୈବେଦ୍ୟ” ଏକ ବଳିଦାନ ଅଟେ ଯାହା ବିହନ ଓ ରୋଟି ଯାହା ଶସ୍ୟ ରୁ ନିର୍ମିତ ଅଟେ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ I

  • “ଭୋଜନ “ଶବ୍ଦ ସେହି ସବୁ ବିହନ କୁ ଦର୍ଶାଏ ଯାହା ଅଟା ଚୁନା ନିମନ୍ତେ ବ୍ୟବହାର କରାଯାଏ I
  • ଏହି ଚୁନା କୁ ପାଣି କିଅବା ତେଲରେ ମିଶାଇ ଦଳାଯାଏ ଓ ସମତଳ ପତଳା ରୋଟି କରାଯାଏ I

କେତେକ ସମୟରେ ତେଲ ରୋଟିର ଉପରେ ଲେପନ କରାଯାଏ I

  • ଏହି ପ୍ରକାର ନୈବେଦ୍ୟ ସାଧାରଣ ଭାବରେ ହୋମବଳି ସହ ଉତ୍ସର୍ଗ କରାଯାଏ I

(ଆହୁରି ଦେଖନ୍ତୁ:ହୋମବଳି, ବିହନ, ବଳିଦାନ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H4503, H8641