or_tw/bible/other/lover.md

2.7 KiB
Raw Permalink Blame History

ପ୍ରେମିକ, ପ୍ରେମିକମାନେ

ସଂଜ୍ଞା:

“ପ୍ରେମିକ” ଶବ୍ଦ ଆକ୍ଷେରିକ ରୂପରେ ଏହାର ଅର୍ଥ “ବ୍ୟକ୍ତି ଯେ ପ୍ରେମ କରେ “ହୁଏ I ସାଧାରଣ ଭାବରେ ଏହା ସେଇ ବ୍ୟକ୍ତିମାନଙ୍କୁ ଦର୍ଶାଏ ଯେଉଁମାନେ ଯୌନ ସମନ୍ଧରେ ଅନ୍ୟ ସହ ସଂଯୁକ୍ତ ଅଛନ୍ତି I

  • ବାଇବଲରେ ଯେତେବେଳେ “ପ୍ରେମିକ” ଶବ୍ଦ ବ୍ୟବହାର କରାଯାଏ ସାଧାରଣ ଭାବରେ ସେହି ବ୍ୟକ୍ତି କୁ ଦର୍ଶାଏ ଯେ ଅନ୍ୟ ଲୋକଙ୍କ ସହିତ ଯୌନ ସମ୍ୱଧରେ ଅଛି ଯିଏ ଅବିବାହିତ ଅଟେ I
  • ଏହି ଭୁଲ୍ ଯୌନ ସମର୍କ ଅଧିକାଂଶ ସମୟରେ ବାଇବଲରେ ଇସ୍ରାଏଲ ର ପରମେଶ୍ୱରଙ୍କର ପ୍ରତି ଅନାଜ୍ଞାକାରିତା ଓ ମୂର୍ତ୍ତି ପୂଜା କୁ ଦଶାଏ I

ତେଣୁ “ପ୍ରେମିକ’ ଶବ୍ଦ ମଧ୍ୟ ସାଙ୍କେତିକ ରୂପରେ ଇସ୍ରାଏଲ ଲୋକମାନେ ଯେଉଁ ମୂର୍ତ୍ତି ପୂଜା କରନ୍ତି ତାହାକୁ ଦର୍ଶାଏ I ଏହି ପୃଷ୍ଠଭୂମିରେ ସମ୍ଭବତଃ ଏହି ଶବ୍ଦ କୁ ଅନୁବାଦ କଲେ “ଅନୈତିକ ସାଥୀ” କିଅବା “ବ୍ୟଭିଚାରୀ ସାଥୀ” କିଅବା “ମୂର୍ତ୍ତି” ହୋଇପାରେ ଦେଖନ୍ତୁ: ରୁପକ

  • ଅର୍ଥ ର “ପ୍ରେମିକ “ତାହାକୁ ଦର୍ଶାଏ ଯେ ଅର୍ଥ କୁ ଅତି ମହତ୍‌ୱ ଦିଏ ଓ ଧନୀ ହେବାକୁ ଚାହେଁ I
  • ପୁରାତନ ନିୟମରେ ପରମ ଗୀତରେ “ପ୍ରେମିକ” ସାକାରାତ୍ମକ ରୂପରେ ବ୍ୟବହାର କରାଯାଏ I

(ଆହୁରି ଦେଖନ୍ତୁ: ବ୍ୟଭିଚାର, ଭଣ୍ଡ ଦେବ, ପ୍ରେମ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H157, H158, H868, H5689, H7453, H8566, G865, G866, G5358, G5366, G5367, G5369, G5377, G5381, G5382