or_tw/bible/other/hooves.md

1.8 KiB

ଖୁରା, ଖୁରାମାନ, ଖୁରା ସକଳ

ତଥ୍ୟ:

ଏହି ଶବ୍ଦ କିଛି ପଶୁର ପାଦରେ ଆବରଣ କରିବା ପାଇଁ ଏକ ଶକ୍ତ ବସ୍ତୁ କୁ ଦର୍ଶାଏ ଯେପରି କି ଓଟ, ହରିଣ, ଘୋଡ଼ା, ଗଧ, ଘୁସୁରୀ, ମେଷ, ବଳଦ ଓ ଛେଳି ଅଟେ I

  • ଏକ ପଶୁର ଖୁରା ତାହାକୁ ସୁରକ୍ଷା ଦିଏ ଯେତେବେଳେ ସେ ଚାଲେ I
  • କେତେକ ପଶୁର ଖୁରା ମଧ୍ୟରେ ଫାଳ ଅଛି ଆଉ କେତେକରେ ନାହିଁ I
  • ପରମେଶ୍ୱର ଇସ୍ରାଏଲ ଜାତିକୁ କହିଲେ କି ଯେଉଁ ପଶୁର ଖୁରାରେ ଫାଳ ଅଛି ଓ ସେ ଚୋବାଇ ଖାଇ ସେ ଶୁଦ୍ଧ ପଶୁ ଅଟେ ଓ ଖାଇବା ଯୋଗ୍ୟ ଅଟେ I

ଏହାରେ ଗୋରୁ, ହରିଣ, ମେଷ ଓ ବଳଦ ଅନ୍ତର୍ଭୁକ୍ତ ଅଟେ I

(ଆହୁରି ଦେଖନ୍ତୁ: ନାମର କିପରି ଅନୁବାଦ କରାଯାଏ)

(ଆହୁରି ଦେଖନ୍ତୁ: ଓଟ, ଗାଇ, ଗଧ, ଛେଳି, ଘୁସୁରୀ, ମେଷ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6119, H6471, H6536, H6541, H7272