or_tw/bible/other/gird.md

2.3 KiB

କଟି ବନ୍ଧନ, କଟି ବନ୍ଧନ କଲେ

ସଂଜ୍ଞା:

“କଟି ବନ୍ଧନ” ଶବ୍ଦ ର ଅର୍ଥ କୌଣସି ବସ୍ତୁ କୁ କୌଣସି ବସ୍ତୁ ଦ୍ୱାରା ଚାରି ପଟରେ ବାନ୍ଧିବା I ଏହା ବେଲଟ୍ କିଅବା ଏକ ପତଳା ଦୌଡ଼ି କଟିରେ ବାନ୍ଧିବା ଯାହା ଦ୍ୱାରା ତାହା କଟିରେ ବସ୍ତ୍ରକୁ ଧରି ରହିପାରେ I

  • ଏକ ସାଧାରଣ ବାଇବଲ ବାକ୍ୟାଂଶ, “ସିଂହ କୁ ବାନ୍ଧି ରଖ “ଗୋଟିଏ ବେଲଟ୍ରେ ବସ୍ତ୍ରର ତଳ ଦୁଇ ଭାଗକୁ ଭଲରେ ବାନ୍ଧିବା କି ଏକ ବ୍ୟକ୍ତି କାମ କରିବା ନିମନ୍ତେ ଖୋଲାରେ ଚଳ ଚଂଚଲ ହୋଇପାରେ I
  • ଏହି ବାକ୍ୟାଂଶର ଅର୍ଥ ‘କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ରୁହନ୍ତୁ “କିଅବା “କିଛି କଠିନ କାମ କରିବା ନିମନ୍ତେ ପ୍ରସ୍ତୁତ ରୁହନ୍ତୁ “ହୋଇପାରେ I
  • ଅଭିବ୍ୟକ୍ତି “ସିଂହ କୁ ବାନ୍ଧି ରଖ “କୁ ଭାଷା ଅନୁସାରେ ଅଭ୍ୟକ୍ତି କରି ଏହାର ଅନୁବାଦ କରାଯାଇପାରେ I

କିଅବା ଏକା କୁ ସାଙ୍କେତିକ ରୂପରେ “ନିଜକୁ ପ୍ରସ୍ତୁତ କର କାର୍ଯ୍ୟ ନିମନ୍ତେ “କିଅବା “ପ୍ରସ୍ତତ ରୁହ “ରୂପରେ ଅନୁବାଦ କରାଯାଇପାରେ I

  • “ସହିତ ବନ୍ଧନ” ଶବ୍ଦ କୁ “ଗୋଲାକାରରେ ବାନ୍ଧିବା “ଘୋଡାଇବା “କିଅବା “କଟି ବାନ୍ଧିବା “ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ସିଂହ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H247, H640, H2290, H2296, H8151, G328, G1241, G2224, G4024