or_tw/bible/other/flute.md

1.8 KiB

ବଂଶୀ, ଅଧିକ ବଂଶୀ, ଧ୍ୱନି ନଳ, ଅଧିକ ଧ୍ୱନି ନଳ

ସଂଜ୍ଞା:

ବାଇବଲ ସମୟରେ, ହାଡ ଓ କାଠ ଦ୍ୱାରା ନିର୍ମିତ ନଳ ସଂଗୀତ ଯନ୍ତ୍ରଥିଲା ଯେଉଁଠି ଧ୍ୱନି ବାହାରିବା ନିମନ୍ତେ ଛିଦ୍ରଥିଲା I ଗୋଟିଏ ବଂଶୀ ଧ୍ୱନି ନଳ ପରି ଅଟେ I ଅଧିକତମ ଧ୍ୱନି ନଳ ଛେଚାନଳ ଥାଏ ଯାହା ମୋଟ ଘାସ ଦ୍ୱାରା ନିର୍ମିତ ଅଟେ, ତାହା ଉପରେ ପବନ ବହିଲେ କମ୍ପନ ହୁଏ I

  • ଏକ ଧ୍ୱନିନଳ କୁ ଛେଚାନଳ ବିନାକୁ “ବଂଶୀ “କୁହାଯାଏ I
  • ଏକ ମେଶପାଳକ ନିଜ ମେଷ ପଲକୁ ଶାନ୍ତ କରିବା ନିମନ୍ତେ ଧ୍ୱନିନଳ ବଜାଉଥିଲା I
  • ଧ୍ୱନିନଳ ଓ ବଂଶୀ ଦୁଖଃ ଓ ସୁଖ ସମୟରେ ସଂଗୀତ ନିମନ୍ତେ ବ୍ୟବହାର କରାଯାଉଥିଲା I

(ଆହୁରି ଦେଖନ୍ତୁ: ପଲ, ମେଷ)

ବାଇବଲ ଟିପ୍ପଣୀ:

ବୋର୍ଡ ଡାଟା :

  • Strong's: H4953, H5748, H2485, H2490, G832, G834, G836