or_tw/bible/other/detestable.md

3.9 KiB

ଘୃଣା କରିବା, ଘୃଣା କଲେ, ଘୃଣିତ

ଘଟଣା:

“ଘୃଣିତ” ଶବ୍ଦଟି କିଛି ବିଷୟ ବର୍ଣ୍ଣନା କରେ ଯେ ଅନାଦର ପୁଣି ପରିତ୍ୟାଗ ହେବା ଉଚିତ । “ଘୃଣା କରିବା” କିଛି ବିଷୟକୁ ଦୃଢ଼ତାର ସହ ଏହାର ଅନାଦରକୁ ବୁଝାଏ ।

  • ବାଇବଲ ବହୁବାର ମନ୍ଦର ଘୃଣା କରିବା ବିଷୟରେ କହେ ।

ଏହାର ଅର୍ଥ ମନ୍ଦକୁ ଘୃଣା କରିବା ଓ ଏହାକୁ ପରିତ୍ୟାଗ କରିବା ।

  • ଯେଉଁମାନେ କି ଅସତ୍ୟ ଦେବଗଣକୁ ପୂଜା କଲେ ମନ୍ଦ ଅଭ୍ୟାସଗୁଡିକ ବର୍ଣ୍ଣନା କରି ଈଶ୍ୱର “ଘୃଣିତ”ଶବ୍ଦକୁ ବ୍ୟବହାର କଲେ ।
  • ପାପପୂର୍ଣ୍ଣ, ଅନୈତିକ କାର୍ଯ୍ୟଗୁଡିକ ଯାହା କିଛି ପଡୋଶୀ ଲୋକ ଦଳ ଅଭ୍ୟାସ କଲେ ଇସ୍ରାଏଲୀୟମାନଙ୍କୁ “ଘୃଣା କରିବା”କୁ ଆଦେଶ ଦେଲେ ।
  • ସମସ୍ତ ମନ୍ଦ ଯୌନାଚାର କାର୍ଯ୍ୟଗୁଡାକ ଈଶ୍ୱର “ଘୃଣିତ” ବୋଲି ନାମିତ କଲେ ।
  • ଅଲୌକିକ ଶକ୍ତି, ଗୁଣିଆ, ପୁଣି ଶିଶୁ ବଳି ସମସ୍ତ ଈଶ୍ୱର “ଘୃଣିତ” କଲେ ।
  • “ଘୃଣା କରିବା” ଶବ୍ଦଟି “ଦୃଢ଼ରୂପେ ପରିତ୍ୟାଗ” ବା “ହତାଦର କରିବା” ବା “ଅତ୍ୟନ୍ତ ମନ୍ଦକୁ ଆଦର କରିବା” ରୂପେ ମଧ୍ୟ ଅନୁବାଦ କରିପାରିବା ।
  • “ଘୃଣିତ” ଶବ୍ଦଟି “ଭୟଙ୍କର ମନ୍ଦ” ବା “ବିରକ୍ତିକର ଭାବ” ବା “ପରିତ୍ୟକ୍ତ ପାଇଁ ଉପଯୁକ୍ତ”ରୂପେ ମଧ୍ୟ ଅନୁବାଦ କରିପାରିବା ।
  • ଦୁଷ୍ଟ ଲୋକଙ୍କୁ “ଘୃଣିତ କରିବା” ବେଳେ ଧାର୍ମିକ ବ୍ୟକ୍ତିଙ୍କୁ ପ୍ରୟୋଗ କରାଯାଏ, “ଅତ୍ୟନ୍ତ ଅବାଞ୍ଚନୀୟ ବିଚାରିତ ହେବା ” ବା ”ଅତୃପ୍ତିପୂର୍ଣ୍ଣ ହେବା” ବା “ପରିତ୍ୟକ୍ତ ହେବା ଦ୍ୱାରା “ରୂପେ ମଧ୍ୟ ଅନୁବାଦ କରିପାରିବା ।
  • ଈଶ୍ୱର ଇସ୍ରାଏଲୀୟମାନଙ୍କୁ କେତେକ ପ୍ରକାର ପ୍ରାଣୀମାନଙ୍କୁ “ଘୃଣା କରିବା” କହିଲେ ଯାହା ଈଶ୍ୱର “ଅଶୁଚି” ପୁଣି ଖାଦ୍ୟ ଅନୁପଯୋଗୀ ଭାବେ ଘୋଷିତ କଲେ ।

ଏହା “ଦୃଢ଼ରୂପେ ଅନାଦର କରିବା” ବା “ପରିତ୍ୟାଗ କରିବା” ବା “ଅଗ୍ରାହ୍ୟରୂପେ ବିବେଚନା କରିବା” ରୂପେ ମଧ୍ୟ ଅନୁବାଦ କରିପାରିବା ।

(ପୁନଶ୍ଚ ଦେଖନ୍ତୁ: ଅଲୌକିକ ଶକ୍ତି, ଧୌତ)

ବାଇବଲ ଉଲ୍ଲେଖଗୁଡିକ:

ବୋର୍ଡ ଡାଟା :

  • Strong's: H1602, H6973, H8130, H8251, H8262, H8263, H8441, H8581, G946, G947, G948, G4767, G5723, G3404