or_tw/bible/other/divination.md

3.9 KiB
Raw Permalink Blame History

ଅଲୌକିକ ଶକ୍ତି, ଗଣକ, ଭବିଷ୍ୟତ ବାଣୀ, ଭବିଷ୍ୟତବକ୍ତା

ସଂଜ୍ଞା:

“ଅଲୌକିକ ଶକ୍ତି” ଏବଂ “ଭବିଷ୍ୟତ ବାଣୀ” ଶବ୍ଦ ଗୁଡିକ ଅସ୍ୱଭାବିକ ଜଗତରେ ଆତ୍ମାଗୁଡିକଙ୍କଠାରୁ ସୂଚନା ପାଇବାକୁ ଚେଷ୍ଟା କରିବା ଅଭ୍ୟାସକୁ ସୂଚାଏ । ଜଣେ ବ୍ୟକ୍ତି ଯିଏକି ଏହି କିଛି କିଛି ସମୟରେ କରେ ତାହାକୁ ଜଣେ “ଗଣକ” ବା “ଭବିଷ୍ୟତବକ୍ତା”ବୋଲି କହନ୍ତି ।

  • ପୁରାତନ ନୀୟମ ସମୟରେ, ଈଶ୍ୱର ଇସ୍ରାଏଲମାନଙ୍କୁ ଅଲୌକିକ ଶକ୍ତି ବା ଭବିଷ୍ୟତବକ୍ତାଙ୍କ ଅଭ୍ୟାସ ନ କରିବାକୁ ଆଦେଶ ଦେଲେ ।
  • ଈଶ୍ୱର ଉରୀମ୍ ଓ ତୁମୀମ୍ ଯେଉଁ ପଥରଗୁଡିକଥିଲେ ବ୍ୟବହାରକରି ତା’ଙ୍କଠାରୁ ସୂଚନା ସଂଗ୍ରହ କରିବାକୁ ତା’ଙ୍କ ଲୋକମାନଙ୍କୁ ଅନୁମତି ଦେଲେ ଯେପରି ସେହି ଉଦ୍ଦେଶ୍ୟ ନିମନ୍ତେ ସେ ପ୍ରଧାନ ଯାଜକଙ୍କ ଦ୍ୱାରା ଉପାଧି ପାଇଥିଲେ ।

କିନ୍ତୁ ସେ ତା’ଙ୍କ ଲୋକମାନଙ୍କୁ ମନ୍ଦ ଆତ୍ମାଗୁଡିକର ସାହାଯ୍ୟ ଦେଇ ସୂଚନା ସଂଗ୍ରହ କରିବାକୁ ଅନୁମତି ଦେଲେ ନାହିଁ ।

  • ଭିନ୍ନଧର୍ମୀ ଗଣକମାନେ ସୂଚନା ଖୋଜିବାକୁ ଆତ୍ମା ଜଗତଠାରୁ ଚେଷ୍ଟାକରି ବିଭିନ୍ନ ପ୍ରଣାଳୀଗୁଡିକୁ ବ୍ୟବହାର କଲେ ।

ସମୟ ସମୟରେ ସେମାନେ ଏକ ମୃତ ପଶୁ ପ୍ରାଣୀର ଆଭ୍ୟନ୍ତରୀଣ ଅଂଶ ବା ଭୂମି ଉପରେ ଫୋପାଡିବା ପଶୁ ପ୍ରାଣୀର ଅସ୍ଥିଗୁଡିକୁ ପ୍ରଣାଳୀଗୁଡିକ ପାଇଁ ନିରୀକ୍ଷଣ କରି ପରୀକ୍ଷା କରିଥାନ୍ତି ତାହା ସେମାନେ ସେମାନଙ୍କର କୃତ୍ରିମ ଦେବତାମାନଙ୍କଠାରୁ ସମ୍ୱାଦଗୁଡିକ ରୂପେ ଭାଷାନ୍ତର କରିଥାନ୍ତି ।

  • ନୂତନ ନିୟମରେ, ଯୀଶୁ ଓ ପ୍ରେରିତମାନେ ମଧ୍ୟ ଅଲୌକିକ ଶକ୍ତି, ତାନ୍ତ୍ରିକ, ଗୁଣିଆ ଏବଂ କୁହୁକ ବିଦ୍ୟା ପରିତ୍ୟାଗ କଲେ ।

ଏହି ସମସ୍ତ ଅଭ୍ୟାସଗୁଡିକ ମନ୍ଦ ଆତ୍ମାଗୁଡିକର ଶକ୍ତି ବ୍ୟବହାର କରି ଅନ୍ତର୍ଭୁକ୍ତ କରନ୍ତି ପୁଣି ଈଶ୍ୱରଙ୍କ ଦ୍ୱାରା ଅସମ୍ମତ ଅଭିବ୍ୟକ୍ତ ହେଲା ।

(ପୁନଶ୍ଚ ଦେଖନ୍ତୁ: ପ୍ରେରିତ, କୃତ୍ରିମ ଦେବତା, କୁହୁକ ବିଦ୍ୟା, ତାନ୍ତ୍ରିକ)

ବାଇବଲ ଉଲ୍ଲେଖଗୁଡିକ:

ବୋର୍ଡ ଡାଟା :

  • Strong's: H1870, H4738, H5172, H6049, H7080, H7081, G4436