or_tw/bible/other/dedicate.md

2.9 KiB
Raw Permalink Blame History

ଉତ୍ସର୍ଗ, ଉତ୍ସର୍ଗ କରିବା, ଉତ୍ସର୍ଗୀକୃତ, ଉତ୍ସର୍ଗୀକରଣ

ସଂଜ୍ଞା:

ଉତ୍ସର୍ଗ କରିବା ପୃଥକୀକୃତ ହେବା ବା ଗୋଟିଏ ବିଶେଷ ଉଦ୍ଦେଶ୍ୟ ବା ପର୍ୱ ପାଇଁ କିଛି ସ୍ୱୀକାର କରିବା ଅଟେ ।

  • ଦାଉଦ ତାଙ୍କ ସୁବର୍ଣ୍ଣ ଏବଂ ରୋପ୍ୟ ପ୍ରଭୁଙ୍କୁ ଉତ୍ସର୍ଗ କଲେ ।
  • “ଉତ୍ସର୍ଗୀକରଣ” ଶବ୍ଦଟି ବହୁବାର ଗୋଟିଏ ବିଶେଷ ଉଦ୍ଦେଶ୍ୟ ପାଇଁ କିଛି ପୃଥକୀକୃତ ବିଷୟ ଏକ ସାଧାରଣ ଘଟଣା ବା ରୀତିନୀତି ପାଳନକୁ ବୁଝାଏ ।
  • ବେଦିର ଉତ୍ସର୍ଗୀକରଣ ଈଶ୍ୱରଙ୍କୁ ଗୋଟିଏ ବଳି ଅର୍ପଣ ଅନ୍ତର୍ଭୁକ୍ତ ହେବା ।
  • କେବଳ ପରମେଶ୍ୱରଙ୍କୁ ସେବା କରିବାକୁ ଓ ତାଙ୍କ ସହରର ଯତ୍ନ ନେବାକୁ ଗୋଟିଏ ନୂତନୀକୃତ ପ୍ରତିଜ୍ଞା ସହ ଯିରୂଶାଲମର ମରାମତି କାନ୍ଥଗୁଡିକର ଉତ୍ସର୍ଗୀକରଣରେ ଇସ୍ରାଏଲଲୋକଙ୍କୁ ନିହିମୀୟା କଢାଇ ନେଲେ ।

ଏହି ଘଟଣା ସଙ୍ଗୀତ ବାଦ୍ୟଯନ୍ତ୍ରଗୁଡିକ ପୁଣି ଗାନ ସହ ଈଶ୍ୱରଙ୍କୁ ଧନ୍ୟବାଦ ଦେବାରେ ଅନ୍ତର୍ଭୁକ୍ତ ହେବା । “ଉତ୍ସର୍ଗ” ଶବ୍ଦଟି “ବିଶେଷତଃ ଗୋଟିଏ ବିଶେଷ ଉଦ୍ଦେଶ୍ୟ ନୀୟୋଗ କରିବା” ବା “ଗୋଟିଏ ନିର୍ଦ୍ଧିଷ୍ଟ ବ୍ୟବହାର ପାଇଁ ବ୍ୟବହୃତ ହେବାରେ କିଛି ସ୍ୱୀକାର କରିବା” ବା “ଏକ ବିଶେଷ କାର୍ଯ୍ୟ କରିବାକୁ ଜଣେ ସ୍ୱୀକାର କରିବା” ଭାବେ ମଧ୍ୟ ଅନୁବାଦ କରିପାରିବା ।

(ପୁନଶ୍ଚ ଦେଖନ୍ତୁ: ସ୍ୱୀକାର)

ବାଇବଲ ଉଲ୍ଲେଖଗୁଡିକ:

ବୋର୍ଡ ଡାଟା :

  • Strong's: H2596, H2597, H2598, H2764, H4394, H6942, H6944, G1456, G1457