or_tw/bible/other/commit.md

3.6 KiB
Raw Permalink Blame History

ପ୍ରତିଶ୍ରୁତି ଦେବା, ପ୍ରତିଶ୍ରୁତି ପ୍ରତିବଦ୍ଧତା

ପରିଭାଷା:

ଏହି ଉଭୟ ଶବ୍ଦ “ପ୍ରତିଶ୍ରୁତି ଦେବା” ଏବଂ  “ପ୍ରତିବଦ୍ଧତା” ଏକ ନିଷ୍ପତ୍ତି ନେବାକୁ କିମ୍ବା କିଛି କରିବାକୁ ପ୍ରତିଜ୍ଞା କରିବାକୁ ବୁଝାଏ I

  • ଜଣେ ବ୍ୟକ୍ତି ଯିଏ କୌଣସି ବିଷୟକୁ କରିବାକୁ ପ୍ରତିଜ୍ଞା କରେ ତାହା କରିବାକୁ ମଧ୍ୟ  “ପ୍ରତିଶ୍ରୁତି ଦେବା” ବୋଲି ବର୍ଣ୍ଣନା କରାଯାଏ I
  • କାହାକୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟର “ପ୍ରତିଶ୍ରୁତି ଦେବା” ଅର୍ଥ  ସେହି କାର୍ଯ୍ୟକୁ ସେହି ବ୍ୟକ୍ତିକୁ ନ୍ୟସ୍ତ କରିବା ଅଟେ I ଉଦାହରଣ ସ୍ୱରୂପ, ଦ୍ଵିତୀୟ କରନ୍ଥୀୟରେ ପାଉଲ କହନ୍ତି ଯେ ଈଶ୍ଵର ଆମ୍ଭମାନଙ୍କୁ, ଲୋକମାନଙ୍କୁ ଈଶ୍ଵରଙ୍କ ସହିତ ମିଳନ କରେଇବାକୁ ସାହଯ୍ୟ କରିବା କାର୍ଯ୍ୟ ନ୍ୟସ୍ତ କରିଛନ୍ତି (କିମ୍ବା “ଦେଇଛନ୍ତି”) I
  •  “ପ୍ରତିଶ୍ରୁତି ଦେବା” ଏବଂ “ପ୍ରତିବଦ୍ଧ” ଶବ୍ଦଗୁଡ଼ିକ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଭୁଲ କାର୍ଯ୍ୟ କରିବାକୁ ସୂଚିତ କରେ ଯେପରିକି  “ପାପ କରିବା” କିମ୍ବା  “ବ୍ୟଭିଚାର କରିବା” କିମ୍ବା  “ହତ୍ୟା କରିବା”I
  •  “କୌଣସି କାମ ହସ୍ଥାନ୍ତର କରିବା” ବକ୍ୟାଂଶକୁ “ତାହାଙ୍କୁ କାର୍ଯ୍ୟ ଦେବା” କିମ୍ୱା “କାର୍ଯ୍ୟର ଦଦାୟିତ୍ୱ ଦେବା” କିମ୍ୱା  “କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି ଦେବା” ବୋଲି ମଧ୍ୟ ଭିନ୍ନ ଭାବରେ ଅନୁବାଦ କରାଯାଇପାରେ I
  • “ପ୍ରତିବଦ୍ଧତା” ଶବ୍ଦକୁ “ଦିଆଯାଇଥିବା ଦାୟିତ୍ୱ“ କିମ୍ୱା  “ଯେଉଁ ପ୍ରତିଜ୍ଞା ଦିଆଯାଇଥିଲା” ବୋଲି ମଧ୍ୟ ଭିନ୍ନ ଭାବରେ ଅନୁବାଦ କରାଯାଇପାରେ I

(ଦେଖନ୍ତୁ: ବ୍ୟଭିଚାରବିଶ୍ୱସ୍ତପ୍ରତିଜ୍ଞାପାପ )

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H0539, H0817, H1361, H1497, H1500, H1540, H1556, H2181, H2388, H2398, H2399, H2403, H4560, H4603, H5003, H5753, H5766, H5771, H6213, H6466, H7683, H7760, H7847, G02640, G20380, G27160, G34290, G34310, G38600, G38720, G39080, G41020, G41600, G42030