30 lines
2.6 KiB
Markdown
30 lines
2.6 KiB
Markdown
# ପ୍ରାଣୀ, ସୃଷ୍ଟି
|
||
|
||
## ପରିଭାଷା:
|
||
|
||
“ପ୍ରାଣୀ” ଶବ୍ଦ ସମସ୍ତ ଜୀବକୁ ବୁଝାଏ ଯାହା ଈଶ୍ଵର ସୃଷ୍ଟି କରିଛନ୍ତି, ଅର୍ଥାତ ଉଭୟ ମନୁଷ୍ୟ ଏବଂ ପଶୁସମୂହକୁ ବୁଝାଏ ।
|
||
|
||
* ଭବିଷ୍ୟଦ୍ବକ୍ତା ଯିହିଜିକଲ ଈଶ୍ଵରଙ୍କ ଗୌରବ ବିଷୟରେ ଦର୍ଶନରେ “ଜୀବଜନ୍ତୁ” ଦେଖିବା ବିଷୟରେ ବର୍ଣ୍ଣନା କରିଥିଲେ । ସେଗୁଡ଼ିକର ଅର୍ଥ କ’ଣ ସେ ଜାଣି ନଥିଲେ, ତେଣୁ ସେ ସେମାନଙ୍କୁ ଏହି ସାଧାରଣ ଭାବରେ ଉଲ୍ଲେଖ କରିଥିଲେ ।
|
||
* “ସୃଷ୍ଟି” ଶବ୍ଦର ଏକ ଭିନ୍ନ ଅର୍ଥ ଅଛି କାରଣ ଏହା ଈଶ୍ଵର ସୃଷ୍ଟି କରିଥିବା ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରେ, ଉଭୟ ଜୀବନ୍ତ ଏବଂ ଅଜୀବନ୍ତ
|
||
|
||
ବିଷୟ (ଯେପରିକି ଭୂମି, ଜଳ, ଏବଂ ତାରାଗଣ) । “ଜୀବ” ଶବ୍ଦ କେବଳ ଜୀବନ୍ତ ବିଷୟକୁ ବୁଝାଏ ।
|
||
|
||
## ଅନୁବାଦ ପ୍ରସ୍ତାବଗୁଡ଼ିକ:
|
||
|
||
* ପ୍ରସଙ୍ଗ ଉପରେ ଅଧାର କରି, “ଜୀବ” ଶବ୍ଦକୁ “ସୃଷ୍ଟ ବିଷୟ” ବା “ଜୀବିତ” କିମ୍ବା “ସୃଷ୍ଟ ପ୍ରାଣୀ” ବୋଲି ଅନୁବାଦ କରାଯାଇପାରେ ।
|
||
* “ଜୀବ” ବହୁବଚନ ଶବ୍ଦକୁ “ସମସ୍ତ ଜୀବନ୍ତ” କିମ୍ବା “ଲୋକ ଏବଂ ପଶୁ” କିମ୍ବା “ପଶୁ” କିମ୍ବା “ମନୁଷ୍ୟ” ବୋଲି ଅନୁବାଦ କରାଯାଇପାରେ ।
|
||
|
||
(ଦେଖନ୍ତୁ: [ସୃଷ୍ଟି](../other/creation.md))
|
||
|
||
## ବାଇବେଲ ପଦପର୍ବ:
|
||
|
||
* [ଦାନିୟେଲ ୪:୧୦-୧୨](rc://*/tn/help/dan/04/10)
|
||
* [ଯିହିଜିକଲ ୧:୯](rc://*/tn/help/ezk/01/09)
|
||
* [ଯିହୋଶୂୟ ୧୦:୨୮](rc://*/tn/help/jos/10/28)
|
||
* [ଲେବୀୟ ପୁସ୍ତକ ୧୧:୪୬-୪୭](rc://*/tn/help/lev/11/46)
|
||
* [ପ୍ରକାଶିତ ବାକ୍ୟ ୧୯:୪](rc://*/tn/help/rev/19/04)
|
||
|
||
## ଶବ୍ଦବିନ୍ୟାସ:
|
||
|
||
* Strong’s: H1320, H1321, H1870, H2119, H2416, H4639, H5315, H5971, H7430, H8318, G22260, G29370, G29380
|