or_tw/bible/other/creature.md

2.6 KiB
Raw Permalink Blame History

ପ୍ରାଣୀ, ସୃଷ୍ଟି

ପରିଭାଷା:

“ପ୍ରାଣୀ” ଶବ୍ଦ ସମସ୍ତ ଜୀବକୁ ବୁଝାଏ ଯାହା ଈଶ୍ଵର ସୃଷ୍ଟି କରିଛନ୍ତି, ଅର୍ଥାତ ଉଭୟ ମନୁଷ୍ୟ ଏବଂ ପଶୁସମୂହକୁ ବୁଝାଏ ।

  • ଭବିଷ୍ୟ‌ଦ୍‌ବକ୍ତା ଯିହିଜିକଲ ଈଶ୍ଵରଙ୍କ ଗୌରବ ବିଷୟରେ ଦର୍ଶନରେ “ଜୀବଜନ୍ତୁ” ଦେଖିବା ବିଷୟରେ ବର୍ଣ୍ଣନା କରିଥିଲେ । ସେଗୁଡ଼ିକର ଅର୍ଥ କ’ଣ ସେ ଜାଣି ନଥିଲେ, ତେଣୁ ସେ ସେମାନଙ୍କୁ ଏହି ସାଧାରଣ ଭାବରେ ଉଲ୍ଲେଖ କରିଥିଲେ ।
  • “ସୃଷ୍ଟି” ଶବ୍ଦର ଏକ ଭିନ୍ନ ଅର୍ଥ ଅଛି କାରଣ ଏହା ଈଶ୍ଵର ସୃଷ୍ଟି କରିଥିବା ସମସ୍ତ ବିଷୟକୁ ଅନ୍ତର୍ଭୁକ୍ତ କରେ, ଉଭୟ ଜୀବନ୍ତ ଏବଂ ଅଜୀବନ୍ତ

ବିଷୟ (ଯେପରିକି ଭୂମି, ଜଳ, ଏବଂ ତାରାଗଣ) । “ଜୀବ” ଶବ୍ଦ କେବଳ ଜୀବନ୍ତ ବିଷୟକୁ ବୁଝାଏ ।

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ପ୍ରସଙ୍ଗ ଉପରେ ଅଧାର କରି, “ଜୀବ” ଶବ୍ଦକୁ “ସୃଷ୍ଟ ବିଷୟ” ବା “ଜୀବିତ” କିମ୍ବା “ସୃଷ୍ଟ ପ୍ରାଣୀ” ବୋଲି ଅନୁବାଦ କରାଯାଇପାରେ ।
  • “ଜୀବ” ବହୁବଚନ ଶବ୍ଦକୁ “ସମସ୍ତ ଜୀବନ୍ତ” କିମ୍ବା “ଲୋକ ଏବଂ ପଶୁ” କିମ୍ବା “ପଶୁ” କିମ୍ବା “ମନୁଷ୍ୟ” ବୋଲି ଅନୁବାଦ କରାଯାଇପାରେ ।

(ଦେଖନ୍ତୁ: ସୃଷ୍ଟି)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H1320, H1321, H1870, H2119, H2416, H4639, H5315, H5971, H7430, H8318, G22260, G29370, G29380