or_tw/bible/other/contempt.md

2.8 KiB
Raw Permalink Blame History

ନିନ୍ଦା ଭାବ, ନୀଚ୍ଚ

ଘଟଣା:

“ନିନ୍ଦା” ଶବ୍ଦ ବୁଝାଏ କାହାରି ପ୍ରତି କିମ୍ୱା କାହାକୁ ଗଭୀର ଅସମ୍ମାନ ଏବଂ ଘୃଣା ଭାବ ଦେଖାଇବା ଯେଉଁ ବିଷୟ ଅଧିକ ଘୃଣା ଜନ୍ମେ ତାହାକୁ “ନୀଚ” କୁହନ୍ତି

  • ଜଣେ ବ୍ୟକ୍ତିଙ୍କର ଆଚରଣ ଯଦି ଈଶ୍ୱରଙ୍କୁ ଅସମ୍ମାନ କରେ ତାହାକୁ ମଧ୍ୟ ଘୃଣା ବା ନୀଚ୍ଚ ଭାବରେ ଦେଖାଯାଏ ଏବଂ ମଧ୍ୟ ଅନୁବାଦ ହେବ ଯଥା “ଗଭୀର ଅସମ୍ମାନ କରିବା”, “ସମ୍ପୂର୍ଣ୍ଣ୍ଣ ଅସମ୍ମାନିତ କରିବା” କିମ୍ୱା “ଗାଳି ଗୁଲଜ ନିମନ୍ତେ ଯୋଗ୍ୟ”
  • ଜଣକୁ “ଅସଦାଚରଣ” ଅର୍ଥ ଜଣକର ବ୍ୟକ୍ତିତ୍ୱର ମୂଲ୍ୟ ନାହିଁ କିମ୍ୱା ନିଜଠାରୁ ଅନ୍ୟମାନଙ୍କୁ ତଳୁଆ ନଜରରେ ଦେଖିବା
  • ଆହୁରି ଏପରି ବାକ୍ୟ ଖଣ୍ଡ ଗୁଡିକର ଅର୍ଥ ମଧ୍ୟ ସମାନ ଯଥା “ଅସମ୍ମାନ କରିବା”, “ଘୃଣା କରିବା”, କିମ୍ୱା “ଘୃଣିତ ହେବା” ନତୁବା “ଘୃଣା ର ସହ ଆତିଥ୍ୟ କରିବା”

ଏହିସବୁ ବାକ୍ୟ ଖଣ୍ଡର ଅର୍ଥ “ଦୃଢତାର ସହ ଅସମ୍ମାନ” କିମ୍ୱା “ଶକ୍ତିଶାଳୀ ଭାବେ ଅସମ୍ମାନ” କାହାକୁ ନତୁବା କାହାରି ପ୍ରତି ଏପରି କହିବା କିମ୍ୱା କାର୍ଯ୍ୟ କରି ଦେଖାଇବା

  • ଯେତେବେଳେ ରାଜା ଦାଉଦ ବ୍ୟଭିଚାର ଓ ହତ୍ୟ ଦୋଷରେ ଦୋଷୀ ହେଲେ, ପରମେଶ୍ୱର କହିଲେ ଯେ ପରମେଶ୍ୱରଙ୍କ “ଆଖିରେ ଯାହା ମନ୍ଦ” ତାହା ଦାଉଦ କରିଅଛି

ଏହା ବୁଝାଏ ଯେ ସେ ଏହି କାର୍ଯ କରିବା ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଅସମ୍ମାନ କଲା

(ଦେଖ: ଅସମ୍ମାନିତ)

ବାଇବଲ ସନ୍ଦର୍ୱ:

ବୋର୍ଡ ଡାଟା :

  • Strong's: H936, H937, H959, H963, H1860, H7043, H7589, H5006, G1848