26 lines
3.7 KiB
Markdown
26 lines
3.7 KiB
Markdown
# ଦୃଢ ବିଶ୍ୱାସ, ଆତ୍ମବିଶ୍ୱାସ
|
||
|
||
## ପରିଭାଷା:
|
||
|
||
କୌଣସି ବିଷୟର ସତ୍ୟତା କିମ୍ବା ନିଶ୍ଚିତତାକୁ “ଦୃଢ ବିଶ୍ୱାସ” ବାକ୍ୟାଂଶ ବୁଝାଏ I
|
||
|
||
* ବାଇବେଲରେ “ଆଶା” ଶବ୍ଦ ଅନେକଥର ବ୍ୟବହାର କରଯାଇଛି ଯାହା କୌଣସି ବିଷୟର ନିଶ୍ଚିତତାକୁ ବୁଝାଏ I ULT ଏହି ଶବ୍ଦକୁ ପ୍ରାୟତଃ “ଆତ୍ମବିଶ୍ୱାସ” କିମ୍ବା “ଭବିଷ୍ୟତ ପାଇଁ ଆତ୍ମବିଶ୍ୱାସ” କିମ୍ବା “ଭବିଷ୍ୟତର ଆତ୍ମବିଶ୍ୱାସ” ବୋଲି ଅନୁବାଦ କରେ, ବିଶେଷ କରି ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ଈଶ୍ଵର ଯାହା ପ୍ରତିଜ୍ଞା କରିଛନ୍ତି ତାହା ପ୍ରାପ୍ତ କରିବା ଉଦ୍ଦେଶ୍ୟରେ ଅଟେ I
|
||
* ପ୍ରାୟତଃ “ବିଶ୍ଵାସ" ଶବ୍ଦ ବିଶ୍ଵାସୀମାନେ ଯୀଶୁଙ୍କଠାରେ ଦିନେ ସ୍ୱର୍ଗରେ ଈଶ୍ଵରଙ୍କ ସହିତ ରହିବା ବିଷୟକୁ ବୁଝାଏ I
|
||
* “ଈଶ୍ଵଙ୍କ ଉପରେ ଭରସା ରଖିବା” ବାକ୍ୟାଂଶର ଅର୍ଥ ଈଶ୍ଵର ଯାହା ପ୍ରତିଜ୍ଞା କରିଛନ୍ତି ତାହା ଗ୍ରହଣ କରିବାକୁ ଏବଂ ଅନୁଭବ କରିବାକୁ ସମ୍ପୂର୍ଣ୍ଣ ଆଶା କରିବା ଅଟେ I
|
||
* "ଆତ୍ମବିଶ୍ୱାସ ହେବା" ଅର୍ଥ ଈଶ୍ଵରଙ୍କ ପ୍ରତିଶ୍ରୁତିର ପ୍ରତିଜ୍ଞା ଉପରେ ବିଶ୍ଵାସ କରିବା ଏବଂ ନିଶ୍ଚିତ ହେବା ଅଟେ I ଏହା ସାହସର ଏବଂ ଉତ୍ସାହର ସହିତ କାର୍ଯ୍ୟ କରିବାକୁ ମଧ୍ୟ ବୁଝାଏ I
|
||
|
||
## ଅନୁବାଦ ପ୍ରସ୍ତାବଗୁଡ଼ିକ:
|
||
|
||
* “ଆତ୍ମବିଶ୍ୱାସ “ଶବ୍ଦକୁ “ନିଶ୍ଚିତ” କିମ୍ବା “ବହୁତ ନିଶ୍ଚିତ” ବୋଲି ଅନୁବାଦ କରାଯାଇପାରେ I
|
||
* “ଆତ୍ମବିଶ୍ୱାସୀ ହେବା” ବକ୍ୟାଂଶକୁ “ସଂପୂର୍ଣ୍ଣ ବିଶ୍ଵାସ କରିବା" କିମ୍ବା "ସଂପୂର୍ଣ୍ଣ ନିଶ୍ଚିତ ହେବା" କିମ୍ବା "ନିଶ୍ଚିତ ଭାବରେ ଜାଣିବା” ବୋଲି ଅନୁବାଦ କରାଯାଇପାରେ I
|
||
* “ଆତ୍ମବିଶ୍ୱାସ” ବକ୍ୟାଂଶକୁ “ସାହସର ସହିତ” କିମ୍ବା “ନିଶ୍ଚିତତା ସହିତ” ବୋଲି ଅନୁବାଦ କରାଯାଇପାରେ I
|
||
* ପ୍ରସଙ୍ଗ ଉପରେ ନିର୍ଭର କରି, “ଆତ୍ମବିଶ୍ୱାସ” ବକ୍ୟାଂଶକୁ “ସମ୍ପୂର୍ଣ୍ଣ ନିଶ୍ଚିତତା” କିମ୍ବା “ନିଶ୍ଚିତ ଆଶା” କିମ୍ବା “ନିଶ୍ଚିତତା” ବୋଲି ଅନୁବାଦ କରାଯାଇପାରେ I
|
||
|
||
( [ବିଶ୍ୱାସ](../kt/believe.md), [ସାହସିକ](../kt/believe.md), [ବିସ୍ୱସ୍ତ](../other/bold.md), [ଆଶା](../kt/faithful.md), [ଭରସା](../kt/hope.md)<u>:</u> ଦେଖନ୍ତୁ)
|
||
|
||
## ବାଇବେଲ ପଦପର୍ବ:
|
||
|
||
## ଶବ୍ଦବିନ୍ୟାସ :
|
||
|
||
* Strong’s: H982, H983, H986, H3689, H3690, H4009, G2292, G3954, G3982, G4006, G5287
|